October 28, 2026

ହିତାଧିକାରୀଙ୍କୁ ମିଳିଲା ବର୍ଦ୍ଧିତ ହାରର ଭତା….

gumuda
Share

 

କୋରାପୁର ଜ଼ିଲ୍ଲା କୋଟପାଡ଼ ବ୍ଲକର ଗୁମୁଡା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ହିତାଧିକାରୀ ଙ୍କୁ ବର୍ଦ୍ଧିତ ହାର ରେ ଭତା ବଣ୍ଟନ କରାଯାଇଛି I ଜାତୀୟ ସାମାଜିକ ସହାୟିତା ଯୋଜନା ଓ ମଧୁବାବୁ ପେନଶନ ଯୋଜନା ଏବଂ ବାର୍ଦ୍ଧକ୍ୟ ବିଧବା ଭଳି ବର୍ଦ୍ଧିତ ଭତା ପ୍ରଦାନ କରା ଯାଇଛି. ସ୍ଥାନୀୟ ସରପଞ୍ଚ କମଳା ଭତରା ସମିତି ସଭ୍ୟ ପ୍ରତାପ ସାହୁ ଙ୍କ ସମେତ ବହୁ ଗ୍ରାମ ବାସୀ ଯୋଗ ଦେଇ ଥିଲେ. ନଅ ସହ ହିତାଧିକାରୀ ଏହି ଯୋଜନା ରେ ଭତା ଗ୍ରହଣ କରିଥିବାର ଜଣା ଯାଇଛି. ଯୁବ ନେତା ଲାଲୁ ସାହୁ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ. (କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା )

You may have missed