ଭବାନୀପାଟଣାରେ ଗଣେଶ ପୂଜା ଅନୁଷ୍ଠିତ

IMG-20250827-WA0047
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଆଜି ଗଣେଶ ଚତୁର୍ଥୀ ଅବସରରେ ସହରର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କ ସହିତ ସହରର ସମସ୍ତ ସାହି, ଗଳି ଓ ଛକ ମାନଙ୍କରେ ଶତାଧିକ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଅନ୍ନଛତ୍ର ଖୋଲାଯାଇଥିଲା ଏବଂ ଏଥିରେ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।ଆଜି ସହର ସାରା ସବୁ ସ୍ଥାନରେ ଏକ ଭକ୍ତିମୟ ପରିବେଶ ଓ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି।

You may have missed