ବାଲିପଦର ସତ୍ୟସାଇ ଶିଳ୍ପ ତାଲିମ କେନ୍ଦ୍ର ସର୍ବଭାରତୀୟ କ୍ଷେତ୍ରରେ ପ୍ରସଂଶିତ..

IMG-20240827-WA0016
Share

 

ବୁଗୁଡ଼ା:-ତା-୨୭-୦୮-୨୦୨୪ରିଖ ବାଲିପଦର ଠାରେ ଶିକ୍ଷାବିତ୍ ସ୍ବର୍ଗତ ଟି. ରାମ ମୂର୍ତ୍ତି ଦୋରାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ସତ୍ଯସାଇ ଆଇ.ଟି.ଆଇ ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ତାଲିମ ପ୍ରଦାନ କରି ସଂପ୍ରତି ଗଞ୍ଜାମ ଜିଲ୍ଲାର ସର୍ବଶ୍ରେଷ୍ଠ ଅନୁଷ୍ଠାନର ମାନ୍ୟତାପ୍ରାପ୍ତ ହୋଇ ସର୍ବଭାରତୀୟ କ୍ଷେତ୍ରରେ ପ୍ରଶଂସିତ ହୋଇ ଥିବାରୁ ତାଲିମ କେନ୍ଦ୍ର ପକ୍ଷରୁ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି. ପ୍ରସାଦ ରାଓ ଶିକ୍ଷା ବିଭାଗର ସର୍ବଭାରତୀୟ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏତଦ୍ ବ୍ୟତୀତ ବାଲିପଦର ଅଞ୍ଚଳବାସୀ, ଅଭିଭାବକ,ଶିକ୍ଷକ କର୍ମଚାରୀ ସମେତ ଅଧ୍ଯକ୍ଷ ଏ. ସର୍ଭିସ ଆଚାରୀ ପ୍ରମୁଖ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।