April 29, 2026

ଆଜି ନାଉଗାଁ ବ୍ଲକରେ ଜନ ଅଭିଯୋଗ ଶୁଣାଣିରେ ବ୍ଲକର ବିଗତ ଦିନର ଦୁଃର୍ନୀତି,ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଓ ବିଦ୍ୟାଳୟ ଜମିକୁ ଜବରଦଖଲ ମୁକ୍ତ କରିବାକୁ ଅନୁରୋଧ କଲି

IMG-20240827-WA0011
Share

ଆଜି ନାଉଗାଁ ବ୍ଲକରେ ଜନ ଅଭିଯୋଗ ଶୁଣାଣିରେ ବ୍ଲକର ବିଗତ ଦିନର ଦୁଃର୍ନୀତି,ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଓ ବିଦ୍ୟାଳୟ ଜମିକୁ ଜବରଦଖଲ ମୁକ୍ତ କରିବାକୁ ଅନୁରୋଧ କଲି।ଅଭିଯୋଗ ଆସିବ।ଆଇନର ବ୍ୟବସ୍ଥା ଭିତରେ ତାର ସମାଧାନ ହେବ।କିନ୍ତୁ ବିଗତ ଦିନ ଭଳି ଅଧିକାରୀ ଚଉକିରେ ବସିଥିଲେ,ଅଭିଯୋଗକାରୀ ଠିଆହୋଇ କଥା ହେଉଥିବା ଦେଖି ଅଭିଯୋଗକାରୀଙ୍କୁ ଆସନରେ ବସାଇ ଆପତ୍ତି ଶୁଣିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲି। ତୁରନ୍ତ ଅଭିଯୋଗକାରୀ ଜିଲ୍ଲାପାଳଙ୍କ ସାମ୍ନାରେ ଚଉକିରେ ବସି ଆପତ୍ତି କରିବାର ବ୍ୟବସ୍ଥା ହେଲା। ଶ୍ରୀ ମୋହନ ଚରଣ ମାଝିଜୀଙ୍କ ନୂଆ ସରକାରଙ୍କର ନୂଆ ବ୍ୟବସ୍ଥା।ନମୋ…ନମୋ…