ସରକାରୀ ପ୍ରାଥମିକ ବିଦ୍ୟାଳୟ ବେଗୁନିଆ ଶତବାର୍ଷିକଉତ୍ସବ ପାଳିତ

ବେଗୁନିଆ ବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର) ସରକାରୀ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ୨ଦିନ ଧରି ପାଳନ ହେଉଅଛି ପ୍ରଥମ ଦିନରେ ଦଧିବାମନ ଦେବ ପୀଠକୁ ଯାଇ ଠାକୁରଙ୍କର ପୂଜା ଅର୍ଚ୍ଚନା ସାରିବାପରେ ମସାଲ ରେ ଅଗ୍ନି ସଂଯୋଗ କରି ମସାଲ ସୋଭାଯାତ୍ରାରେ ଗ୍ରାମ ଓ ବଜାର ବୁଲି ବିଦ୍ୟାଳୟ ନିକଟରେ ପହଞ୍ଚିପତ୍କା ଉତ୍ତଳନ କରି ବୃକ୍ଷରୋପଣ କରିଥିଲେ ଏହି ବିଦ୍ୟାଳୟରେ ୫୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ପ୍ରଧାନଶିକ୍ଷୟତ୍ରୀ ସୁଜାତା ସାହୁ, ସହକାରୀ ଶୀକ୍ଷୟତ୍ରୀ ଶୁଭଶ୍ରୀ ସାହୁ ଓ ଜିଜ୍ଞାସା ପାଣିଗ୍ରାହି ସଭାପତି ଯୋଗେଶ୍ୱର ସୁନ୍ଦରା ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ ସଂପାଦକ ସରୋଜ କୁମାର ବେହେରା ସହ ସଂପାଦକ ସୁସାନ୍ତ କୁମାର ସ୍ଵାଇଁ କୋଷା ଦକ୍ଷ ନିରୋଜକାନ୍ତ ପ୍ରଧାନ ଉପଦେଷ୍ଟା ଭାରିରଥି ପରିଡା ମୁଖ୍ୟ ଉପଦେଷ୍ଟା ବେଗୁନିଆ ବୋଲଗଡର ବିଧାୟକ ପ୍ରଦୀପ କୁମାରସାହୁ ସମସ୍ତେ ମିଶି ଶାନ୍ତି ଶଙ୍ଖଳାର ସହିତ ପାଳନ କରିଥିଲେ
