May 28, 2026

ଉତ୍କଳ ଗୋପାଳ ସମାଜ କୃଷ୍ଣଚନ୍ଦ୍ର ଗଉଡ଼ଙ୍କ ପାଇଁ ଗର୍ବିତ………..

IMG-20260527-WA0014
Share

 

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ଉତ୍କଳ ଗୋପାଳ ସମାଜ ଯୁବ ସଂଗଠନ ସଭାପତି ଇଞ୍ଜିନିୟର୍ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଗୌଡ ଙ୍କ ପାଇଁ ଉତ୍କଳ ଗୋପାଳ ସମାଜ ଆଜି ଗର୍ବିତ ମହୋଦୟଙ୍କୁ ଙ୍କୁ ସେନ୍ଚୁରିଅନ ୟୁନିଭର୍ସିଟି ତରଫରୁ କୌଶଳ ସାଥୀ ଉପାଧିରେ ଭୂଷିତ କରାଯାଇଛି, ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଗୌଡ ଏକାଧାରରେ ଜଣେ ଯୁବ ସମାଜ ସେବକ ପରୋପକାରୀ ଉଦାରମନା ସ୍ୱାଭିମାନୀ ଭାବରେ ଗରିବର ବନ୍ଧୁ ଓ ସାହାଯ୍ୟକାରୀ ସେ ଓଡିଶା ର ବିଭିନ୍ନ ସାମାଜିକ ସଂଗଠନ ସହିତ ସଂଶ୍ଳିଷ୍ଟ ଏବଂ ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ର ରାଜ୍ଯ ସମ୍ପାଦକ ପଦବୀ ରେ କାର୍ଯ୍ୟ କରୁଛନ୍ତି ତାଙ୍କର ଏହି ନିସ୍ୱାର୍ଥପର ସେବା ପାଇଁ ଆଜି ସମ୍ମାନିତ ହୋଇଛନ୍ତି l ତେଣୁ ଉତ୍କଳ ଗୋପାଳ ସମାଜ ଓଡିଶା ତରଫରୁ କୃଷ୍ଣଚନ୍ଦ୍ର ଗଉଡ଼ଙ୍କର ଏହି କୃତିତ୍ତ୍ୱ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହିତ ସେଞ୍ଚୁରୀୟନ ୟୁନିଭର୍ସିଟି କୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଅଛୁ। ଜୟ ଶ୍ରୀକୃଷ୍ଣ ଜୟ ଗୋପାଳ ଜୟ ଗୋମାତା l