April 25, 2026

କୋରାପୁଟ ରୁ ରାଣିଗୁଡା ଦେଇ ବୋରିଗୁମ୍ମା କୂ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ପରିସ୍ଥିତି ହୋଇପଡିଛି।

IMG-20250527-WA0001
Share

କୋରାପୁଟ ୨୭/୫/୨୫ କୋରାପୁଟ ରୁ ରାଣିଗୁଡା ଦେଇ ବୋରିଗୁମ୍ମା କୂ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ପରିସ୍ଥିତି ହୋଇପଡିଛି। ରାସ୍ତା ସାରା ଖାଲଖମାରେ ରେ ଭର୍ତ୍ତି ହୋଇଛି। ଏହି । ସାମାନ୍ୟ ବର୍ଷା ହେଲେ ରାସ୍ତା ରେ ପାଣି ଜମୁ ଥିବାରୁ ରାସ୍ତା ଖରାପ ହେଉଛି। ଏହି ରାସ୍ତା ଦେଈ ଅନେକ ଭାରି ଗାଡ଼ି ଜିବା ଆସିବା କରୁଥିବା ଯୋଗୁଁ ରାସ୍ତା ଖରାପ ହେଉଛି। ଯାହାଫଳରେ ଛଟବଡ଼ ଦୃଘଟାଣା ହେଉଛି। ରାସ୍ତାର ମରାମତି ପାଇଁ ବିଭିନ୍ନ ସମୟରେ ଦାବି ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି। କୋରାପୁଟ ବୋରିଗୁମ୍ମା ଲମ୍ବିଥିବ ରାସ୍ତା ପର୍ତ୍ତୁ ବିଭାଗରେ ଅଧୀନରେ ରହିଥିବା ବେଳେ ମଝିରେ କିଛି ରାସ୍ତା ତେଲିଙ୍ଗିରି ପ୍ରକଳ୍ପ ଅଧୀନରେ ରହିଛି। ଦୀର୍ଘ ଦିନ ହେଲା ଏହି ରାସ୍ତାର ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏବେ ରାସ୍ତା ମରଣଜନ୍ତା ସଦୃଶ୍ୟ ହଇପଡ଼ିଛି । (ଗୁପ୍ତେଶ୍ୱର ରଥ)

You may have missed