April 26, 2026

ରାମନବମୀ ଅବସର ରେ ବିଭିନ୍ନ ରାମ ମନ୍ଦିର ଦର୍ଶନ କଲେ ବିଧାୟକ

IMG-20260327-WA0063
Share

ପାରଳାଖେମୁଣ୍ଡି – ଆଜି ଗଜପତି ଜିଲ୍ଲା ରେ ବହୁ ଧୁମ୍ ଧାମରେ ରାମନବମୀ ପାଳିତ ହୋଇଯାଇଛି , ଆଜି ବିଧାୟକ ପ୍ରଥମେ ଗୋଷାଣୀ ବ୍ଲକ ଅନ୍ତର୍ଗତ ବଡଉଷା ଗ୍ରାମ ରେ ଥିବା ରାମ ମନ୍ଦିର ବାର୍ଷିକ ଉତ୍ସବ ରେ ଯୋଗଦେଲେ ବିଧାୟକ ରୁପେଶ ପାଣିଗ୍ରାହୀ। ପ୍ରଥମେ ଗ୍ରାମ ମୁଁହ ଠାରୁ ଡିଜେ ବାଜା ବଜାଇ ବିଧାୟକ ଙ୍କୁ ସ୍ଵାଗତ କରାଯାଇଥିଲା, ପରେ ମନ୍ଦିର ଯାଇ ଶ୍ରୀରାମ ଙ୍କ ଦର୍ଶନ କରିଥିଲେ ଶେଷ ରେ ଅନ୍ନପ୍ରସାଦ ରେ ଗ୍ରାମ ଲୋକ ଙ୍କ ସହ ସାମିଲ ହୋଇ ପ୍ରସାଦ ସେବନ କରିଥିଲେ ,ଏହି କାର୍ଯ୍ୟକ୍ରମରେ ବିଧାୟକ ସମେତ ପୂର୍ବତନ ସରପଞ୍ଚ ଏମ କ୍ରିଷ୍ଣା ରାଓ, ବୃନ୍ଦାବନ ପାରିକା ସମେତ ଶତାଧିକ ଭକ୍ତ ଉପସ୍ଥିତ ଥିଲେ, ସେଇ ଭଳି ପାରଳାଖେମୁଣ୍ଡି ର ବିଭିନ୍ନ ରାମ ମନ୍ଦିର ଯାଇ ମଧ୍ୟ ପ୍ରଭୁ ରାମଚନ୍ଦ୍ର ଙ୍କ ଦର୍ଶନ କରିଥିଲେ