March 13, 2026

ବଡ଼ଗଡ଼ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜାନୁଆରୀ 26 ଓ ସାଧାରଣତନ୍ତ୍ର ଦିବସ ପାଳନ …

utgui
Share

                                                                                                                        ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ମୁଖ୍ୟ ଭାବରେ ତ୍ରିରଙ୍ଗା ପତକା ଉକ୍ତଳନ କରିଥିଲେ,ସେଠାରେ ଶିକ୍ଷକ ଭାଷଣ ମାଧ୍ୟ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶୁଣାଇ ଥିଲେ ଯେଉଁମାନେ ନିଜକୁ ବଳିଦାନ କରୀ ନିଜ ଜୀବନକୁ ବାଜି ଲଗାଇ ଏହି ଆମର ମହାପୁରୁଷ ମନେ ହେଲେ,ମହାତ୍ମl ଗାନ୍ଦୀ,ଜବରଳାନେହୁରୁ,ସୁବାଷଚନ୍ଦ୍ର ବୋଷ,ଲାଳବାଦଶାସ୍ରୁ,ଏମିତି ଅନେକ ମହା ପୁରୁଷ ମନେ ଆମର ଭାରତକୁ ଇଂରେଜ ବିଟିସ ସରକାର ସାଶନ କରୁଥିବା ବେଳେ,ସେମାନଙ୍କୁ ବିତାଟିତ କରୀ ପରାଧୀନ ଭାରତକୁ ସ୍ୟାଧୀନ ରେ ପରିଣତ କରିଥିଲେ,ତେଣୁ ଭାରତ ବାସି ସମସ୍ତ ହୃଦୟରେ ଗର୍ବ ଗୌରବ ଉଲ୍ଲାସିତ ହୋଇଥାଏ,ଆଜିର ଦିନକୁ ଏହି ମହାପୁରୁଷ ମନେ ଯେଉଁ କ୍ରିତିମାନ କରିଛନ୍ତି.ମନେପକାଇ ଭାରତର କଣ ଅନୁକଣରେ ଥିବା,ଗାଁ ଓ ସହର ର ଛୋଟରୁ ବଡ଼ ବ୍ୟକ୍ତି ଆଜିର ଏହି ଦିନକୁ ଏହି ମହାପୁରୁଷ ମାନଙ୍କୁ ଆମର ଭାରତ ମାତାକୁ ଜୟ ଜୟ ଗାନରେ ସାରା ଭାରତ କମ୍ପି ଉଠେ।
(ସୋରଡ଼ା ରୁ ଉତ୍ତମ ନାୟକ ଙ୍କ ରିପୋର୍ଟ)