ନୂତନ କୃଷକ ସଂଗଠନ ଗଠିତ
ଅତାବିରା ବ୍ଲକ ଅଧିନ ଚକୁଳି ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ନୂତନ କୃଷକ ସଂଗଠନ ମା ସମଲେଶ୍ବରୀ କୃଷକ ସଂଗଠନ ଆଜି ଗଠିତ ହୋଇଯାଇଛି |ସର୍ବସମ୍ମତ କ୍ରମେ ସଭାପତି ମନରଂଜନ କୁମ୍ଭାର,ସମ୍ପାଦକ ଦୀପକ ପ୍ରଧାନ,ଉପସଭାପତି ରୋହିତ ଭୁଏ,ସହ ସମ୍ପାଦକ ରାକେଶ ମହାପାତ୍ର,କୋଷାଧ୍ୟକ୍ଷ ଭାବେ ମହେନ୍ଦ୍ର ପ୍ରଧାନ ମନୋନୀତ ହୋଇଥିବା ବେଳେ କମିଟିର ସଭ୍ୟ ଶ୍ୟାମସୁନ୍ଦର ପ୍ରଧାନ,ଟିକୁ ମହାପାତ୍ର,ଭଗବାନ ପ୍ରଧାନ,ପ୍ରଶାନ୍ତ ମିଶ୍ର,ଶ୍ରୀକାନ୍ତ ସିଂ ଦେଓ ପ୍ରମୁଖ ଅଛନ୍ତି |
