April 28, 2026

ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଗ୍ରହରାଜଙ୍କ ଦେହାନ୍ତ। 

IMG-20241026-WA0027
Share

ବେଗୁନିଆ, ବେଗୁନିଆ ବ୍ଳକ ବେଗୁନିଆ ଗ୍ରାମର ବିଶିଷ୍ଟ ଶିକ୍ଷାବିତ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ପ୍ରହରାଜ ଜଣେ ଶିକ୍ଷାବିତ, ବହୁ ଛାତ୍ର ଛାତ୍ରୀ ମାନଙ୍କୁ ମଣିଷ କରିଛନ୍ତି ସେ ମଧ୍ୟ ଜଣେ ସମାଜ ସେବି ଥିଲେ ସେ ଆଜି ଭୁବନେଶ୍ଵର ଏକ ଘରୋଇ ଚିକିତ୍ସା ଳୟରେ ୫.୩୦ ମିନିଟରେ ଓ ୮୮ ବର୍ଷ ବୟସରେ ଦେହାନ୍ତ ଘଟିଛି। ଯାହାକି ବେଗୁନିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ରିପୋଟର- ମାନସ ରଞ୍ଜନ କର