ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସୋରଡ଼ା ବ୍ଲକ ଅନ୍ତର୍ଗତ ଗୋଚ୍ଛା ଗ୍ରାମପଞ୍ଚାୟତ,ଗୋଚ୍ଛା ଗ୍ରାମର ଅଧିଷ୍ଠାତ୍ରୀ ମା’କନ୍ଧୁଣୀ ଦେବୀଙ୍କ ଯାତ୍ରା

ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସୋରଡ଼ା ବ୍ଲକ ଅନ୍ତର୍ଗତ ଗୋଚ୍ଛା ଗ୍ରାମପଞ୍ଚାୟତ,ଗୋଚ୍ଛା ଗ୍ରାମର ଅଧିଷ୍ଠାତ୍ରୀ ମା’କନ୍ଧୁଣୀ ଦେବୀଙ୍କ ଯାତ୍ରା ଅବସରରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ଅଞ୍ଚଳ ବାସୀଙ୍କ ପାଇଁ ମଙ୍ଗଳ କାମନା କଲେ ଓ ଆଶୀର୍ବାଦ ଭିକ୍ଷା କଲେ |
ମା’ଙ୍କର ଏହି ପ୍ରସିଦ୍ଧ ଶକ୍ତିପୀଠ ପରିସର ମଧ୍ୟରେ ସମୟ ଅତିବାହିତ କରିବାରେ ପ୍ରଥମଥର ଏକ ଦୁର୍ଲଭ ଅଲୌକିକ ଶକ୍ତି ଅନୁଭବ ପ୍ରାପ୍ତ ହେଲା ଯାହା ଶବ୍ଦରେ ମୋ ପାଇଁ ଅବର୍ଣ୍ଣନୀୟ | ମା’ଙ୍କ ମହିମା ଓ କରୁଣାର ମୂଳ ସାକ୍ଷୀ ଅଟେ ଏହି ପୀଠ ତେଣୁ ଏହି ଯାତ୍ରାରେ ଆଜି ଲୋକରଣ୍ୟରେ ପରିଗଣିତ ହୋଇଛି |ସୋରଡ଼ାରୁ ସଞ୍ଜୟ କୁମାର ସେଠିଙ୍କ ରିପୋର୍ଟ
