March 9, 2026

Day: June 26, 2025

ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ……….

  ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ସରସ୍ଵତୀ ଶିଶୁ ମନ୍ଦିର, ନୂଆଗଡ, ନବରଙ୍ଗପୁର ପ୍ରାଙ୍ଗଣରେ “International Day Against Drug Abuse...

ଉମରକୋଟ ନିକଟସ୍ଥ ଧଡ୍ରା ପୋଲ ନିର୍ମାଣ ସ୍ଥଳରୁ ୬ ଶିଶୁ ଶ୍ରମିକଙ୍କୁ ଉଧାର କଲା ଜିଲ୍ଲା ଶ୍ରମ ବିଭାଗ………..

    ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଆଜି ନବରଙ୍ଗପୁର ଜିଲ୍ଳା ଶ୍ରମ ବିଭାଗ ପକ୍ଷରୁ ଉମରକୋଟ ଅଂଚଳ ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ...

ଉମରକୋଟ ଠାରେ ଝିଅ ଜନ୍ମ ହେଲା ବୋଲି ବହୁ ଆଡ଼ମ୍ବରରେ ଘରକୁ ନେଲେ ପିତା ମାତା…..

    ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଏବେବି ଆଧୁନିକ ସମାଜ ରେ ବାପା ମା ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ଏପରିକି କିଛି ଦମ୍ପତି ଝିଅ...

ଗୋପାଳ କୃଷ୍ଣ ପଟ୍ଟନାୟକ* *ସ୍ମୃତି କଳା* *ପରିଷଦ ଏବଂ* *ଜିଲ୍ଲା ସଂସ୍କୃତି ପରିଷଦ* *ମିଳିତ* *ଆନୁକୂଲ୍ୟରେ* *ଗୋପାଳକୃଷ୍ଣ ଜୟନ୍ତୀ* *ପାଳନ*

  ପାରଳାଖେମୁଣ୍ଡି (୨୬.୦୬.୨୦୨୫) ଆଜି ପୂର୍ବାହ୍ନରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ରୀତିଯୁଗର ଶ୍ରେଷ୍ଟ ଗୀତି କବି କଳହଂସ...

ଅତାବିରାରେ ନେତ୍ରୋତ୍ସବ

  ସୁରେନ୍ଦ୍ର କଠାର,ବରଗଡ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଚତୁଦ୍ଧାମୂର୍ତ୍ତିଙ୍କ ନେତ୍ରୋତ୍ସବ ଯଥା ରୀତିନୀତି ଅନୁସାରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରା । ଏହି ଅବସରରେ...

ଅର୍ନ୍ତଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ* 

ପାରଳାଖେମୁଣ୍ଡି,ତା.୨୬.୦୬.୨୦୨୫   ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ, ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି...

ଗୁପ୍ତ ସେବା ପରେ ସୁସ୍ଥ ହେଲେ ମହାପ୍ରଭୁ, ଆଜି ନବଯୌବନ ଦର୍ଶନ*

  ଅଣସରରେ ଗୁପ୍ତ ସେବା ପରେ ସୁସ୍ଥ ହେଲେ ମହାପ୍ରଭୁ । ଆଜି ନବଯୌବନ ଦର୍ଶନ । ସକାଳ ୮ଟାରୁ ସାଢେ ୧୦ଟା ଯାଏଁ ଭକ୍ତଙ୍କୁ ଦର୍ଶନ...

ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀ ପାଇବେ ଉପଯୁକ୍ତ ସମ୍ମାନ – ମୁଖ୍ୟମନ୍ତ୍ରୀ   

  ଭୁବନେଶ୍ୱର, (ରାଜାରାମ ଷଡ଼ଙ୍ଗୀ): ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି...

ସମୁଦ୍ର କୁଳ ଲଙ୍ଘିବା ଘଟଣା ରେ ବନ୍ଦର ଗେଟ ସମୁଖରେ ମତ୍ସ୍ୟ ଜୀବୀଙ୍କ ଧାରଣା ଛତ୍ରପୁର ବିଧାୟକଙ୍କ ହସ୍ତକ୍ଷେପ ପରେ ଫିଟିଲା ସମାଧାନର ବାଟ 

      ଛତ୍ରପୁର.ତା.୨୪/୬/୨୦୨୫(ଅରୁଣ କୁମାର ପଣ୍ଡା)ଆର୍ଯ୍ୟପଲ୍ଲୀ ନିକଟରେ ସମୁଦ୍ର କୂଳଲଙ୍ଘୀ ଗ୍ରାମ ନିକଟତର ହେବାରେ ଲାଗିଛି।ଏଥିରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଓ ଜିଲା...