August 19, 2026
IMG-20230526-WA0005
Share

ଅବକାରୀ ଚଢଉ ୧ ଗିରଫ

 

ହାଟଡିହୀ ତା ୨୬/୦୫ : ଆଜି ହାଟଡିହି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣ ଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଅମ୍ବଗଢିଆ ଗ୍ରାମ ର ଜ୍ଞାନରଞ୍ଜନ ଜେନା ,ଙ୍କ ନିକଟରୁ ୨୪ ଲିଟର ଦେଶୀ ମହୁଲି ଜବତ କରିଛି।ଏହି ଚଢ଼ାଉ ବେଳେ ହାଟଡ଼ିହି ଅବକାରୀ ଅଧିକାରି ମାନସ ରଞ୍ଜନ ସାମନ୍ତ ରାଏ ,ସୁଶାନ୍ତ କୁମାର ରାଉତ,ମିଥୁନ ଜେନା,ସୁମନ୍ତ କୁମାର ବେହେରା, ନେବେଦିତା ମାଝୀ, ଙ୍କ ମିଳିତ ଉଦ୍ୟମ ରେ ଚଢାଉ କରାଯାଇଥିଲା।ହାଟଡିହି ଅବକାରୀ ବିଭାଗ ପକ୍ଷରୁ ଏଭଳି ଚଢାଉ କୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।

You may have missed