ଅତାବିରା ନିର୍ବାଚନ ମଣ୍ଡଲୀର ବିଭିନ୍ନ ସ୍ଥାନରେ ପଣ୍ଡିତ ଦୀନଦୟାଲ ଉପଧ୍ଧୟ ଙ୍କ ଜନ୍ନ ଦିବସ ପାଳିତ
ଆଜି ସନ୍ଦ୍ୟା ୬ଟା ସମୟରେ ଅତାବିରା ନିର୍ବାଚନ ମଣ୍ଡଲୀ ଅଧିନ କୁଲୁଣ୍ଡା ମଣ୍ଡଲ ଦେବାହାଲ ଠାରେ ବିଶିଷ୍ଟ ରାଜନେତା ତଥା ଦାର୍ଶନିକ ପଣ୍ଡତ ଦୀନଦୟାଲ ଉପାଧ୍ଧୟକଂ ଜନ୍ମ ଦିବସ ପାଳିତ ହୋଇଯାଇଛି ମଣ୍ଡଲ ସଭାପତି ନିରୋଜ ବାରିକକଂ ନେତୃତ୍ବରେ ଏଥିରେ କୌଶିକ ମହାକୁର,ରାକେଶ ପ୍ରଧାନ,ସୁବଲ କରାଲି,ଜୟନ୍ତ ବିଶି ପ୍ରମୁଖ ଯୋଗଦେଇଥିଲେ |ଠିକ୍ ସେହିପରି ପପଂଗା ଅରବିନ୍ଦ ସ୍କୁଲରେ ମଧ୍ଧ ମଣ୍ଡଲ ସଭାପତି ଧନେଶ୍ବର ପାଢୀକଂ ନେତୃତ୍ବରେ ଦୀନଦୟାଲ ଉପାଧ୍ଧୟକଂ ଜୟନ୍ତି ପାଲିତ ହୋଇଛି ଏଥିରେ ମହୁଲପାଲି ସରପଂଚ ବିଜୟ କର୍ମୀ,ଯୁବମୋର୍ଚ୍ଚା ସମ୍ପାଦକ କ୍ରିଷ୍ନା ପଟେଲ,ଅନ୍ତର୍ଯ୍ୟାମୀ ପଣ୍ଡା,ଆରତୀ ବାଗ,ଆଶୁତୋଷ ପାଣିଗ୍ରାହି,ଦୟାନିଧି ଦନ୍ତା,କିସର ମହାକୁର,ଅର୍ଜୁନ ଦାସ,ନୀଲାମ୍ବର ମଲ୍ଲିକ,ଜପ ସେଟ ପ୍ରମୁଖ ଯୋଗଦେଇଥିଲେ |ସଂକ୍ରିଡା ମଣ୍ଡଲ,ଭେଡେନ ମଣ୍ଡଲ,କାଦୋବାହାଲ ମଣ୍ଡଲ,କାଠଡେରା ମଣ୍ଡଲ ଓ ପାହାଡଶ୍ରୀଗିଡା ମଣ୍ଡଲରେ ମଧ୍ଧ ଦୀନଦୟାଲ ଉପାଧ୍ଧୟକଂ ଜୟନ୍ତି ପାଳିତ ହୋଇଛି |
