ଖବର ଆଜିର*

*ଖବର ଆଜିର*
*ତାରିଖ:୨୫/୦୮/୨୩, ଶୁକ୍ରବାର*
*୧-ସେପ୍ଟେମ୍ବର ୩ରୁ OJS ଲିଖିତ ପରୀକ୍ଷା, ପରୀକ୍ଷା ଦେବେ ୯୯୪ ଛାତ୍ରଛାତ୍ରୀ।*
*୨-ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବିବେଚିତ ହୋଇଛି ‘ପ୍ରତୀକ୍ଷା’, ପାଇବ ଜାତୀୟ ପୁରସ୍କାର।*
*୩-ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଚୟନ ପ୍ରକିୟା ଆରମ୍ଭ, ଗଣଶିକ୍ଷା ବିଭାଗର ରାଜ୍ୟସ୍ତରୀୟ କମିଟି ବୈଠକ।*
*୪-ପାରାଦୀପରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ମେଗା ପ୍ରକଳ୍ପ:୨୧ ହଜାରଙ୍କୁ ମିଳିବ ନିଯୁକ୍ତି ସୁଯୋଗ।*
*୫-ବର୍ଷା -ଅନୁଭବ ବିବାହ ବିଚ୍ଛେଦ ମାମଲା: ଅନୁଭବଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା ଆରମ୍ଭ।*
*୬-ଚାନ୍ଦବାଲି ବ୍ଲକ ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ:ରାସ୍ତା ମଝିରେ ସିଆରସିସି ଓ ଶିକ୍ଷକଙ୍କ ଭିତରେ ଖଣ୍ଡଯୁଦ୍ଧ; ଅଭିଭାବକ, ପିଲାଙ୍କ ସାମ୍ନାରେ ହେଲେ ହାତାହାତି।*
*୭-ବଲାଙ୍ଗୀର ଭୀମଭୋଇ ମେଡିକାଲ : ଡାକ୍ତରଖାନାରେ ଚିକିତ୍ସାଧୀନ ମହିଳା ଏସଆଇଙ୍କ ମିଳୁନି ପତ୍ତା, ବୁଧବାର ଦିନ ବିଷ ପିଇଥିଲେ।*
*୮-ବଡ଼ବିଲ:ଜନ୍ମମାଟିରେ ରମେଶ ମୁଣ୍ଡାଙ୍କୁ ବିପୁଳ ସମ୍ବର୍ଦ୍ଧନା, ଚୀନରେ ଊଷୁ ଚାମ୍ପିଅନସିପରେ ଜିତିଥିଲେ ସ୍ଵର୍ଣ୍ଣପଦକ।*
*୯-ପୁରୀ: କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳ ଖାଇଛି ଗୁଳି।*
*୧୦-ଡେଙ୍ଗୁରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଖୁବ୍ ଶୀଘ୍ର ଫେରିବେ ଘରକୁ।*
*୧୧-ଆଳୁ ଖୋଳୁ ଖୋଳୁ ମହାଦେବ ! ରାୟଗଡ଼ା ଡିଏଫଓଙ୍କ ଅନେକ ଠିକଣାରେ ଭିଜିଲାନ୍ସ ରେଡ୍, ସୁନା ଗହଣାଠୁ ନେଇ ପ୍ଲଟ-ଫ୍ଲାଟ୍ ଠାବ।*
*୧୨-ଡେଲାଙ୍ଗ: ଗଛମୂଳେ ଚାଲିଛି ଆଦର୍ଶ ବିଦ୍ୟାଳୟ;ବିଡିଓ, ବିଇଓଙ୍କୁ ଅଟକ ରଖିଲେ ଅଭିଭାବକ।*
*୧୩-ଭାରତର ୧୮ ବର୍ଷିୟ ଆର୍ ପ୍ରଜ୍ଞାନନ୍ଦ ଚେସ୍ ବିଶ୍ୱକପ୍ରେ ରନର୍ସ ଅପ୍ – ରଚିଲେ ଇତିହାସ।*
*୧୪-ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍ ତଥା ଉଦ୍ୟୋଗୀ ବିକାଶ ଖାନ୍ନା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟର କଲେ ଉଚ୍ଚପ୍ରଶଂସା।*
*୧୫-ବଜେଟ୍ ଅର୍ଥ ବିନିଯୋଗ : କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କମିଛି।*
*୧୬-କୋରାପୁଟ ଜିଲ୍ଲା ବୋରିଗୁମ୍ମା ଜାତୀୟ ରାଜପଥ:ହୁତୁ ହୁତୁ ହୋଇ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ।*
*୧୭-ବାୟୁସେନା କିଣିବ ୮୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୧୦୦ରୁ ଅଧିକ ଏଲସିଏ ମାର୍କ-୧ ଯୁଦ୍ଧ ବିମାନ।*
*୧୮-ସିମ୍ଲା:ହିମାଚଳରେ ଭୂସ୍ଖଳନ ; ମାଟିରେ ମିଶିଲା ବହୁ ଅଟ୍ଟାଳିକା।*
*୧୯-ଦ୍ୱିପାକ୍ଷିକ ସମ୍ପର୍କ ନେଇ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦୀ।*
*୨୦-ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଅଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା, ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ।*
*୨୧-ସେପ୍ଟେମ୍ବରରେ ମିଶନ ‘ସୂର୍ଯ୍ୟ’, ମିଶନ ‘ସୂର୍ଯ୍ୟ’ ସମ୍ପର୍କରେ ଇସ୍ରୋ ଅଧ୍ୟକ୍ଷଙ୍କ ସୂଚନା।*
*୨୨-ଉତ୍ତରପ୍ରଦେଶ ସରକାରଙ୍କ ରକ୍ଷାବନ୍ଧନରେ ମହିଳାମାନଙ୍କୁ ବଡ ଉପହାର,ରକ୍ଷାବନ୍ଧନ ଅବସରରେ ମହିଳାଙ୍କୁ ମାଗଣାରେ ବସ ଯାତ୍ରା ଉପହାର।*
. *🙏 ସୁପ୍ରଭାତ 🙏*