ସରପଞ୍ଚ ଙ୍କ କାମ ଦେଖି ବିରୋଧି ଛାନିଆ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଉଳିଗଡ ଗ୍ରାମ ପଞ୍ଚାୟତ
ର ବିକାଶ ଦେଖି ବିରୋଧି ବଉଳିଗଡ ଗ୍ରାମ ରେ ହୋଇଥିବା ହାଟ ର ଉନ୍ନତି କରଣ, ବଉଳିଗଡ ର କାଳୀମନ୍ଦିର ଉନ୍ନତି କରଣ, ବଉଳିଗଡ
ସୁଶାନ ଘାଟ, ବଉଳିଗଡ ଖେଳ ପଡିଆ,ବଉଳିଗଡ ହରିଜନ ସାହି ଠାରୁ ରକଲା ପିଚୁ ପର୍ଯ୍ୟନ୍ତ, ବଉଳିଗଡ ହାଟ ଠାରୁ ଜୁହାରପୁର ପର୍ଯ୍ୟନ୍ତ ପିଚୁ ରାସ୍ତା ର ଉନ୍ନତି କରଣ,ବଉଳିଗଡ ପ୍ରଥମିକ ସ୍କୁଲ ର ଉନ୍ନତି କରଣ,ବଉଳିଗଡ ଡ୍ରାମା ପଡିଆର ଉନ୍ନତି କରଣ, ବଉଳିଗଡ ପଥର ମାଣ୍ଟୁ ପଡିଆ ର ଉନ୍ନତି କରଣ,ବଉଳିଗଡ WTP ର ଉନ୍ନତି କରଣ, ବଉଳିଗଡ ପଞ୍ଚାୟତ ର ଗେଟେ ଓ ପଞ୍ଚାୟତ ର ଘର ନିର୍ମାଣ କାମ,
ଜୁହାରପୁର, ର ଉନ୍ନତି କରଣ
ନଳ କୂପ ସୁଲାର କରିବା, ମା ମାନଙ୍କ ମୁହଁ ରେ ହସ ଭରିବ,
ଜୁହାରପୁର ର ଅଙ୍ଗନାବାଡି ର ଉନ୍ନତି କରଣ, ନୂତନ କୂଅ ଖୁଳିବା, ଜୁହାରପୁର ଜୁରକୁ ପାହୁଛ, ଲୋକ ମାନେ ବହୁତ କଷ୍ଟରେ ଗାଧେଇ ଵା ପାଇଁ ଯିବା ଆସିଵା ଅସୁବିଧା ରେ ଥିଲେ, ସରପଞ୍ଚ ଆସିଵା ଦିନଠୁ କେବେ ବି ବସି ପଡିନାହିଁନ୍ତି,
ଇଏ ହେଉଛନ୍ତି ଲୋକ ଙ୍କ ସରପଞ୍ଚ କଥା କମ୍ କାମ ବେଶୀ କରନ୍ତି,
ଆରାହାଟ ର ଉନ୍ନତି କରଣ
କୁଣ୍ଡପଥର ର ଉନ୍ନତି କରଣ, ଖେଳ ପଡିଆ ର ଉନ୍ନତି କରଣ
ଗାଁ ଗାଁ ରେ ଲାଇଟି ଲାଗିବା କଥା ହେଉ କି, ଆଉ କେଉଁ ସମସ୍ୟା ହେଉ ସାଙ୍ଗେ ସାଙ୍ଗେ କାମ କରି ଚଛାରରେ ବଉଳିଗଡ଼ ସରପଞ୍ଚ,
ପୁରିକିଆ ଗ୍ରାମ ର ଉନ୍ନତି କରଣ
ପୁରିକିଆ ଶିବ ମନ୍ଦିର ର ଉନ୍ନତି କରଣ, ପୁରିକିଆ ଖେଳ ପଡିଆ ର ଉନ୍ନତି କରଣ, ପୁରିକିଆ ସୁଶାନ ଘାଟ ର ଉନ୍ନତି କରଣ, ନୂତନ ଙ୍କକିରିଟି ରାସ୍ତା ର ଉନ୍ନତି କରଣ,
ବଉଳିଗଡ ର ସରପଞ୍ଚ ଙ୍କ କାମ ଦେଖି ବିରୋଧ ମାନେ Sbse କାମୁଡି ହୋଇ ପଡିଲେନେ, କଥା କହିବାକୁ ଆଉ ସାହାସ ପାଉନି,
ଲୋକ ଙ୍କ ସରପଞ୍ଚ ଅମରେନ୍ଦର ଗଡ଼ନାୟକ, ବଉଳିଗଡ ର ଉନ୍ନତି ସରପଞ୍ଚ ଙ୍କ ଅବଦାନ,
ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ
