ଗତ କାଲି ରାତି ରେ ପ୍ରବଳ ବର୍ଷା ରେ ଆଦିବାସୀ ଗ୍ରାମ ରେ ବିଧାୟକ ରୂପେସ ପାଣିଗ୍ରାହୀ ଗୋଷାଣୀ – ଗତକାଲି ଅପରାହ୍ନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିଲା , ସେଇ ପ୍ରବଳ ବର୍ଷା ରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିପୁର କଲୋନୀ ସାହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପହଞ୍ଚି, ଆଦିବାସୀ ଭାଇ ଭଉଣୀ ମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ଦେଖିଥିଲେ
ଗତ କାଲି ରାତି ରେ ପ୍ରବଳ ବର୍ଷା ରେ ଆଦିବାସୀ ଗ୍ରାମ ରେ ବିଧାୟକ ରୂପେସ ପାଣିଗ୍ରାହୀ ଗୋଷାଣୀ – ଗତକାଲି ଅପରାହ୍ନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିଲା , ସେଇ ପ୍ରବଳ ବର୍ଷା ରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିପୁର କଲୋନୀ ସାହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପହଞ୍ଚି, ଆଦିବାସୀ ଭାଇ ଭଉଣୀ ମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ଦେଖିଥିଲେ । ଗତ କାଲି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଙ୍କ ଗଜପତି ଜିଲ୍ଲା ଗ୍ରସ୍ତ ଥିଲା, ଦିନତମାମ ମନ୍ତ୍ରୀ ଙ୍କ ସହ ରହି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସାରି , ଅଚାନକ ସନ୍ଧ୍ୟା ସମୟରେ ଗୋଷାଣୀ ବ୍ଲକ ଗ୍ରସ୍ତ କରିଥିଲେ ବିଧାୟକ । ଗୋଷାଣୀ ଠାରେ ପହଞ୍ଚିବା ବେଳକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ତୁରନ୍ତ ନିକଟ ରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମ ସିଙ୍ଗିପୁର କଲୋନୀ ସାହି ପହଞ୍ଚି ସେଠାରେ ଥିବା ଆଦିବାସୀ ଭାଇ ଭଉଣୀ ମାନେ କିଭଳି ବର୍ଷା ଦେଲେ ସମସ୍ୟା ର ସମ୍ମୁଖୀନ ହେଉଛନୀ ବିଧାୟକ ଦେଖି ଦୁଃଖ ପ୍ରକାଶ କରିଛନ୍ତି, ଏହି ଭଳି ବର୍ଷା ରେ ଆଦିବାସୀ ଗ୍ରାମ କୁ ଯାଇ ଲୋକ ଙ୍କ ସହ ମିଶିବା ଓ ସେମାନଙ୍କ ସମସ୍ୟା ବୁଝିବା ସାରା ଜିଲ୍ଲା ର ଲୋକ ବିଧାୟକ ଙ୍କୁ ପ୍ରଶଂସା କରିଛନ୍ତି। ସେଇ ଗ୍ରାମ ର ଲୋକ ମାନଙ୍କ ଓ ଗ୍ରାମ ର ରାସ୍ତା, ନାଳ, ବୃଦ୍ଧ ବୃଦ୍ଧା ମାନଙ୍କ ଭର୍ତ୍ତା ପାଉଛନ୍ତିକି ନାହିଁ ପଚାରି ବୁଝିଥିଲେ ବିଧାୟକ
