June 10, 2026

ବଅଁରପାଳ ବ୍ଲକ୍ ସମ୍ମୁଖ ରେ ପାନୀୟ ଜଳ ବଣ୍ଟନ କଲେ (BHRC) ଭାରତୀୟ ମାନବ ଅଧିକାରୀ ପରିଷଦ

IMG-20260525-WA0012
Share

 

 

 

ଅନୁଗୋଳ:

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ସମ୍ମୁଖରେ ଭାରତୀୟ ମାନବ ଅଧିକାର ପରିଷଦ ପକ୍ଷରୁ ଜଳ ବଣ୍ଟନ।

ପଥଯାତ୍ରୀ ଓ ବ୍ଲକ୍ କୁ ଆସୁଥିବା ଜନ ସାଧାରଣ ମାନଙ୍କୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ପ୍ରଚଣ୍ଡ ଖରା ଓ ତାପଦାହକୁ ଦୃଷ୍ଟିରେ ରଖି ଏହି ସେବାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଭାରତୀୟ ମାନବ ଅଧିକାର ପରିଷଦର ସଭାପତି ଶ୍ରୀ ନଗେନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଜଳ ବଣ୍ଟନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମକୁ ଅଞ୍ଚଳ ର ସମାଜସେବୀ ସୌରଭ ସାମଲ ଓ ଜିଲ୍ଲା ପରିଷଦ ଶ୍ରୀ ଗୋପାଳ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ଆଗକୁ ନେଇ ଥିଲେ ସାଧାରଣ ସମ୍ପାଦକ ଶ୍ରୀ ଉମାକାନ୍ତ ବେହେରା, ସହ-ସମ୍ପାଦକ ଶ୍ରୀ ଚନ୍ଦନ ବେହେରା ଓ ଉପଦେଷ୍ଟା ଶ୍ରୀ ମୋନଜ ନାଏକ ସହଯୋଗ କରିଥିଲେ।ଏଥିରେ ସୁଜିତ ଗୋଛାୟତ, ଉଦିତ ପରୀଛା, ସମୟ କୁମାର ନାଏକ, କ୍ରିତନ ନାଏକ, ବାବୁନା ବେହେରା, କୁମୁଦିନୀ ନାଏକ,ଉଦୟନାଥ ଜେମ୍ସ ଓ ସେଶଶ୍ରୀ ଗୋଛାୟତ ସଦସ୍ୟ ଭାବେ ଯୋଗଦେଇ ପଥଚାରୀମାନଙ୍କୁ ଜଳ ବଣ୍ଟନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।