May 10, 2026

ଆଜି ଜଗତସିଂହପୁର ସଂସ୍କୃତି ଭବନ ଠାରେ ଆୟୋଜିତ ଭାରତ ରତ୍ନ ସମ୍ବିଧାନର ପ୍ରଣେତା ପ୍ରଣମ୍ୟ ପୁରୁଷ ଡ଼ ଭୀମରାଓ ଆମ୍ବେଦକର

IMG-20250425-WA0090
Share

ଆଜି ଜଗତସିଂହପୁର ସଂସ୍କୃତି ଭବନ ଠାରେ ଆୟୋଜିତ ଭାରତ ରତ୍ନ ସମ୍ବିଧାନର ପ୍ରଣେତା ପ୍ରଣମ୍ୟ ପୁରୁଷ ଡ଼ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ରେ ମୁଖ୍ୟ ଅତିଥି ମାନ୍ୟବର କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ଼.ସୁକାନ୍ତ ମଜୁନ୍ଦାର, ଓଡିଶା ସରକାରଙ୍କ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରି ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ,ଯାଜପୁର ସାଂସଦ ରବିନାରାୟଣ ବେହେରା, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ,ଜଗତସିଂହପୁର ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ,ପୁର୍ବତନ ସଭାପତି ସତ୍ୟବ୍ରତ ମହାପାତ୍ର ଏବଂ ଭରତୀୟ ଜନତା ପାର୍ଟିର ବରିଷ୍ଠ ନେତୃତ୍ବ ଏବଂ କାର୍ଯ୍ୟକର୍ତ୍ତା ଙ୍କ ସହ ଯୋଗ ଦେଲି ।