June 21, 2026

ଚାଷୀ ମାନଙ୍କ ଧାନ ପାଇଁ ବୈଠକ 

IMG-20241124-WA0061
Share

 

କାଶୀନଗର (ଅନନ୍ତ ଆପଟ )

କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବ ପଞ୍ଚାୟତ ପରିସରରେ ଚୌଧୁରୀ ମଧୁ ଙ୍କ ଅଧ୍ୟକ୍ଷତା ରେ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଚାଷୀ ମନେ ବର୍ତମାନ ଯେଉଁ ଧାନ ଅମଳ କରିବେ ତାହା କିପରି ସଫା ସୁତୁରା ହୋଇ ପାରିବ ଏବଂ ସରକାର ଙ୍କ ନୁଆ ନିୟମ ଅନୁସାରେ ଧାନ ର ମନ ନିର୍ଣ୍ଣୟ କିପରି ସଠିକ ହୋଇ ପାରିବ ସେଥିପାଇଁ ଏକ ଆଲୋଚନା କରି ଧାନ କୁ ଭଲ ଭାବେ ଶୁଖେଇ ସୋସାଇଟି କୁ ଦେବା ପାଇଁ ସମସ୍ତ ଚାଷୀ ଙ୍କୁ ଅବଗତ କରାଇଥିଲେ. ଏହି କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଶିକ୍ଷକ କୃଷ୍ଣ ଗୌଡ଼, ଅଞ୍ଚଳ ର ଚାଷୀ, ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ.