May 10, 2026
IMG-20250424-WA0154
Share

 

ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ସୂଙ୍ଗେର ପଂଚାୟତ ର ବୋରିଙ୍ଗ ଗାଁ ର ଝିଲିଗୁଡା ସାହିର ଦିନନ୍ତ ଗୌଡ଼ଙ୍କ ଘର ସମ୍ପୂର୍ଣ ଭାଙ୍ଗିଯାଇଛି କାଳ ବୈଶାଖୀ ପ୍ରଭାବ ରେ ତାଙ୍କ ଘର ର ଆଜବେଷ୍ଟ ସବୁ ଉଡାଇ ନେଯାଇଛି ସେତେ ବେଳେ ଘରେ ଥିବା ସ୍ତ୍ରୀ ଜୟନ୍ତୀ ଗୌଡ଼ ଦୁଇ ପିଲାମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଘର ଭାଙ୍ଗିବା ପରେ ପୋଡସି ଘରେ ଆଶ୍ରୟ ରହିଥିଲେ ତାଙ୍କ ଘରେ ଗୋଛିତ ଥିବା ଧାନ ମାଣ୍ଡିଆ ଚାଉଳ ଆବଶ୍ୟକ କାଗଜ ପତ୍ର ସବୁ ନଷ୍ଟ ହୋଇଯାଇଥିବା କଥା ଆମ ଆଗରେ ପ୍ରକଶ କରିଥଲେ ଵର୍ତମାନ ତାଙ୍କ ପରିବାର ଅସହାୟ ଓ ନିରାଶୟ ହୋଇ ପଡିଛନ୍ତି କିଛିଦିନ ପୂର୍ଵ ରୁ ନିଜ ସ୍ତ୍ରୀ ର ସୁନା ଗହଣା ବନ୍ଧକ ରଖି କିଛି ଟଙ୍କା ଆଣି ଘର ତିଆରି କରିଥିଲେ ଦୈବୀ ଦୁର୍ବିପାକରେ କ୍ଷତିଗ୍ରସ୍ଥ ହୋଇ ଥିବା ପରିବାର କୁ ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ସାହାଯ୍ୟ ମିଳିନଥିବା ତ ଦୂରର କଥା କୌଣସି ପ୍ରଶାସନ ଅଧିକାରୀ ସେଠାକୁ ଗ୍ରସ୍ତ ମଧ୍ୟ୍ୟ କରି ନାହାନ୍ତି ଅଭିଯୋଗ ହେଉଛି ଯେ ବ୍ଲକ ର ସମସ୍ତ ଅଧିକରୀ ସମସ୍ତ ଅଫିସର ଠାରୁ ଆରମ୍ଭ କରି ସାଧାରଣ g r s ମଧ୍ୟ୍ୟ ରାୟଗଡା ଠାରୁ କାଶୀପୁରକୁ ଯିବା ଆସିବା କରନ୍ତି ପ୍ରକାଶ ଥାଉକି ସ୍ୱାଧୀନତା ର 77ବର୍ଷ ମଧ୍ୟ୍ୟରେ 75ଜଣ ଗୋଷ୍ଠୀ ଉନୟନ ଅଧିକାରୀ ଙ୍କ ବଦଳି ହୋଇଗଲଣି ଗତ କିଛି ଦିନ ହେବ ତିନି ମାସରେ 5ଜଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ଲକରେ ବଦଳି ହେବାର ଦୃଶ୍ୟ ଦେଖିବାକୁ ମିଳିଛି ଦୀର୍ଘ 30/ 40କିଲମିଟର ଦୂରରୁ ଲୋକେ ଆସି ବିଭିନ୍ନ ସମୟରେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି ବାରମ୍ବାର ଅଧିକାରୀଙ୍କ ବଦଳି ଯୋଗୁଁ ଉନ୍ନୟନ କାମ ବାଧାପ୍ରାତ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସ ନ୍ତସ ପ୍ରକାଶ ପାଉଛି