August 26, 2026

କନିଷ୍ଠ ଯନ୍ତ୍ରୀ ଙ୍କ କୋଟପାଡ଼ବ୍ଲକରେ ଯୋଗଦାନ

IMG-20230424-WA0024
Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ରେ ଆଜି ଶ୍ରୀ ବିଜୟ କୁମାର ନନ୍ଦ ଦାଇତ୍ୱ ଗ୍ରହଣ କରି ଥିବା ଜଣା ଯାଇଛି. ଶ୍ରୀ ନନ୍ଦ ପନ୍ଦର ବର୍ଷ ପୂର୍ବରୁ ଏହି ବ୍ଲକରେ କାର୍ଯ୍ୟ ରତ ଥିଲେ ଏମ ଜି ଏନ ଆର ଜି ଏ ଯୋଜନା ତାଙ୍କ ସମୟ ରେ ଆରମ୍ଭ ହୋଇଥିଲା ବ୍ଲକ ର ବିଛିନ୍ନା ଚଳ ଗାଁ ମାନଙ୍କ ରେ ବହୁ ଗୁଡ଼ାଏ ନୂତନ ରାସ୍ତା ହୋଇଥିଲା. ସେ ସବୁ ବେଳେ ଶ୍ରୀମିକ ମାନଙ୍କ ମଜୁରୀ ଏବଂ ଉତ୍ତମ ମାନର କାମ କୁ ଗୁରୁତ୍ୱ ଦିଅନ୍ତି. ସେ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନେହ ପ୍ରଭା ମାଝୀ ଙ୍କୁ ସାକ୍ଷାତ କରି ତାଙ୍କ ଯୋଗ ଦାନ ପତ୍ର ପ୍ରେରଣ କରିଛନ୍ତି. ତୁରନ୍ତ ଶ୍ରୀ ନନ୍ଦଙ୍କୁ ପଞ୍ଚାୟତ ଦାୟି ତ୍ବ ପ୍ରଦାନ କରାଯିବ ଵୋଲି ଜଣା ଯାଇଛି କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ. ନିୟୁସ ଉପାନ୍ତ ଓଡିଶା I

You may have missed