April 26, 2026

ତନୁଜା ଶତପଥୀ ହେପି ମୁମେଣ୍ଟ ଇଣ୍ଡିଆ ଦ୍ୱାରା ସମ୍ବର୍ଦ୍ଧିତ.. 

IMG-20260324-WA0064
Share

 

ପାରଳାଖେମଣ୍ଡି [୨୪.୦୩.୨୬] ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ତନୁଜା ଶତପଥୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ନାରୀ ସଶକ୍ତିକରଣ, ସାମାଜିକ ସେବା, ଲେଖକ ଏବଂ କଣ୍ଠଶିଳ୍ପୀ ଭାବେ ନାରୀ ସମାଜରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନ୍ତର୍ଜାତିକ ପୁରସ୍କାର ପାଇଛନ୍ତି ଏହି ଶୁଭ ଅବସରରେ ସ୍ଥାନୀୟ ବିଭିନ୍ନ ସାରସ୍ଵତ ଅନୁଷ୍ଠାନ ସାଂସ୍କୃତିକ ପ୍ରତିଷ୍ଠାନ,ଶୁଭାକା କ୍ଷୀଙ୍କପକ୍ଷରୁ ତନୁଜା ଶତପଥୀଙ୍କୁ ଅଭିନନ୍ଦନଜଣାଇଛନ୍ତି। ତନୁଜା ହେଉଛନ୍ତି ଗଜପତିର ଏକମାତ୍ର କର୍ମଜୀବି ସମାଜସେବୀ ।