June 22, 2026

ପୋଲସରା ଏନ.ଏ.ସି କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଏନ.ଏ.ସି ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି

anu
Share

                             ପୋଲସରା ଏନ.ଏ.ସି କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଏନ.ଏ.ସି ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ଆସ୍କା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ସାଂଗଠନିକ ବୈଠକ ରେ ଯୋଗ ଦେଇଛନ୍ତି।ପୋଲସରା ଏନ.ଏ.ସି ର ଜନ ପ୍ରତିନିଧି ,ବିଜୁ ଜନତା ଦଳର ସଂଗଠକ ଓ ସକ୍ରୀୟ କର୍ମୀମାନେ ଉପସ୍ଥିତ ଥିଲେ।