May 10, 2026

ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘର ନୂତନ ଦାଇତ୍ୱ ବଣ୍ଟନ*

IMG-20250323-WA0059
Share

 

 

ନବରଙ୍ଗପୁର:- (ଏମ୍.ଦିନା°ଶୁ ଆଚାରୀ) ଜିଲ୍ଲା କ୍ରିକେଟ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ନୂତନ ଭାବେ ତିନି ଜଣକୁ ଦାଇତ୍ୱ ବଣ୍ଟନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘର ଜିଲ୍ଲା କୋଚ ଭାବେ ଜି ଚନ୍ଦ୍ରଶେଖର ରାଜା, ପିଚ୍ କ୍ୟୁରେଟର ଭାବେ ଦୁର୍ଯ୍ୟ ହରିଜନ ସେହିପରି ନବରଙ୍ଗପୁର ଷ୍ଟାଡିୟମ ର ତତ୍ତ୍ୱାବଧାରକ ଭାବେ ଶଶାଙ୍କ ଶେଖର ବେହେରାଙ୍କୁ ମନୋନୀତ କରାଯାଇଛି । ଏ ବାବଦରେ ଶ୍ରୀ ତ୍ରିପାଠୀ ଏକ ଚିଠି କରିଛନ୍ତି । ନୂତନ ଦାଇତ୍ୱ ପାଇବା ପରେ ସମସ୍ତେ ଖୁବ୍ ଉତ୍ସାହିତ ହୋଇଛନ୍ତି ଏବଂ ଜିଲ୍ଲା କ୍ରିକେଟର ଉନ୍ନତି ନିମନ୍ତେ କାମ କରିବେ ସାଥେ ସାଥେ ନୂତନ ପ୍ରତିଭାର ଅନ୍ୱେଷଣ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।