*୧୭ କିଲୋ ଗଞ୍ଜେଇ ଜବତ: ୨ ଅଭିଯୁକ୍ତ ଗିରଫ

IMG-20260223-WA0016
Share

୨୩/୦୨/୨୦୨୬ (ଗୁପ୍ତେଶ୍ୱର ରଥ) କୋରାପୁଟ ଜିଲ୍ଲା ନନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ପାଡୁଆ ଥାନ ଅଧୀନ ବାଞ୍ଜଲାପୁଟ ଓ ପୂଜାରିପୁଟ ଗ୍ରାମରେ ଚଢାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମନେ ହେଲେ ପଟ୍ଟାଙ୍ଗି ବ୍ଲକ ଘଟିଗୁଡ଼ା ଗ୍ରାମର ନବୀନ ଖୋରା ଓ ପୁଜାରିପୁଟ ଅଞ୍ଚଳର ରଘୁ ହନ୍ତାଳ। ସୂଚନା ଅନୁଯାୟୀ ବାଞ୍ଜାଲାପୁଟ ବଜାରରୁ ନବୀନ ବାଇକରେ ୧୨ କିଲୋ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ଟିମ୍ ତାଙ୍କୁ ଧରିଥିଲା। ପୂଜାରୀପୁଟ ରାସ୍ତାରୁ ରାଘୁଙ୍କ ଠାରୁ ୫ କିଲୋ ଗଂଜେଇ ଜବତ କରାଯାଇଛି ।

You may have missed