ଭିଜନ ଓଡ଼ିଶା ସ୍ବାସ୍ଥ୍ୟ ସମ୍ମିଳନୀ ବାର୍ଷିକ ଉତ୍ସବ ହୋଟେଲ ନିଉ ମାରିଆନ ଠାରେ ଇଣ୍ଡସ ଭାଲି ଟାଇମ୍ସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି
ଭିଜନ ଓଡ଼ିଶା ସ୍ବାସ୍ଥ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜିତ ଭୁବନେଶ୍ଵର-(କୃଷ୍ଣ କୁମାର ବେହେରା)- ଭିଜନ ଓଡ଼ିଶା ସ୍ବାସ୍ଥ୍ୟ ସମ୍ମିଳନୀ ବାର୍ଷିକ ଉତ୍ସବ ହୋଟେଲ ନିଉ ମାରିଆନ ଠାରେ ଇଣ୍ଡସ ଭାଲି ଟାଇମ୍ସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସ୍ଵାସ୍ଥ୍ୟ କ୍ଷେତ୍ରରେ ଓଡିଶା ଭାରତ ର ଅନ୍ୟତମ ରାଜ୍ୟ ବୋଲି ବାଚସ୍ପତି ସୁରୁମା ପାଢ଼ୀ ଜଣାଇଥିଲେ, ଏହି ଅନୁଷ୍ଠାନ କୁ ଯାହାବି ଆବଶ୍ୟକ ରହିଛି ସେଇଥିପାଇଁ ସରକାର ଯୋଗାଇଦେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଜଣାଇଛନ୍ତି, ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପୂର୍ବତନ ଅର୍ଥଅନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ,ମାନ୍ୟବର ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ, ଡାକ୍ତର ପ୍ରସନ୍ନ ହୋତା,ପ୍ରମୁଖ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ନଳିନୀ ସାହୁ ଓ ଚିତ୍ତ ରଞ୍ଜନ ବେହେରା
