March 7, 2026

Day: June 22, 2025

ଛତ୍ରପୁର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

  ଛତ୍ରପୁର.ତା.୨୨/୦୬/୨୦୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ସ୍ଥିତ ପୋଲିସ ପ୍ୟାରେଡ ପଡିଆ ଠାରେ ଶନିବାର ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମାନ୍ୟବର ବାଣିଜ୍ୟ...

ସାଇବର ଅପରାଧକୁ ନେଇ ସଚେତନତା କାର୍ଯ୍ୟକ୍ରମ। ବ୍ରହ୍ମପୁର. ୨୨/୦୬/୨୦୨୫(ଅରୁଣ କୁମାର ପଣ୍ଡା)ସମାଜ ଯେତେ ଯେତେ ଆଗକୁ ଯାଉଛି ସେତେ ସେତେ ନୂଆ ଅପରାଧ ସୃଷ୍ଟି ହେଉଛି ଓ ଅପରାଧିମାନେ ପୋଲିସ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ହେଉଛନ୍ତି। ସେହି ପ୍ରକାରରେ ଏବେ ଚାରିଆଡେ ଏକ ମାତ୍ର ଅପରାଧର ଉଣା ଅଧିକେ ସମସ୍ତେ ଶିକାର ହେଉଛନ୍ତି; ତାହା ହେଉଛି ସାଇବର ଅପରାଧ। କିପରି ଏହି ସାଇବର ଅପରାଧିଙ୍କ ଠାରୁ ସମସ୍ତେ ସୁରକ୍ଷିତ ରହିବେ, ସେ ନେଇ ଆଜି ଏକ କର୍ମଶାଳା ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧକ୍ଷ୍ୟା ଶ୍ରୀମତୀ ଗୀତାଞ୍ଜଳି ପଟ୍ଟନାୟକ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଓ ପରେ ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ପ୍ରସିକ୍ୟୁସନ ବିଭାଗର ଉପନିର୍ଦେଶକ ସୁବ୍ରତ ମହାନ୍ତି ସାଇବର ଅପରାଧିକ ଆଇନ ଉପରେ ସବିଶେଷ ବିବରଣୀ ପ୍ରାଞ୍ଜଳ ଭାବେ ଆଲୋଚନା କରିଥିଲେ। ପରେ ଅନ୍ୟ ବକ୍ତା ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସାଇବର ଅପରାଧୀଙ୍କ କାର୍ଯ୍ୟଶୈଳୀ ତଥା କିପରି ନିଜର ଅନଲାଇନ ତଥ୍ୟକୁ ସଂରକ୍ଷିତ କରି ରଖାଯାଇପାରିବ ତା’ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ପରେ ସମାଜସେବୀ ମନୋଜ ମିଶ୍ର ଅନଲାଇନ ଓ ବାର କୋଡ଼ ଫ୍ରଡ଼ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୂତନ ଭାବେ ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଆଉଥରେ ବ୍ୟାଙ୍କିଙ୍ଗ ଫ୍ରଡ଼ ତଥା ଅନ୍ୟ ନୂତନ ଆହ୍ୱାନକୁ ସମସ୍ତଙ୍କ ସମ୍ମୁଖରେ ରଖିବେ ବୋଲି ମନ୍ତବ୍ୟ ରଖି ସଭା ସାଙ୍ଗ କରିଥିଲେ। ଶେଷରେ ଡ଼ଃ ଶ୍ୟାମସୁନ୍ଦର ମହାରଣା କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

  ବ୍ରହ୍ମପୁର. ୨୨/୦୬/୨୦୨୫(ଅରୁଣ କୁମାର ପଣ୍ଡା)ସମାଜ ଯେତେ ଯେତେ ଆଗକୁ ଯାଉଛି ସେତେ ସେତେ ନୂଆ ଅପରାଧ ସୃଷ୍ଟି ହେଉଛି ଓ ଅପରାଧିମାନେ ପୋଲିସ ପ୍ରଶାସନର ମୁଣ୍ଡ...

Read MoreRead more about ସାଇବର ଅପରାଧକୁ ନେଇ ସଚେତନତା କାର୍ଯ୍ୟକ୍ରମ। ବ୍ରହ୍ମପୁର. ୨୨/୦୬/୨୦୨୫(ଅରୁଣ କୁମାର ପଣ୍ଡା)ସମାଜ ଯେତେ ଯେତେ ଆଗକୁ ଯାଉଛି ସେତେ ସେତେ ନୂଆ ଅପରାଧ ସୃଷ୍ଟି ହେଉଛି ଓ ଅପରାଧିମାନେ ପୋଲିସ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ହେଉଛନ୍ତି। ସେହି ପ୍ରକାରରେ ଏବେ ଚାରିଆଡେ ଏକ ମାତ୍ର ଅପରାଧର ଉଣା ଅଧିକେ ସମସ୍ତେ ଶିକାର ହେଉଛନ୍ତି; ତାହା ହେଉଛି ସାଇବର ଅପରାଧ। କିପରି ଏହି ସାଇବର ଅପରାଧିଙ୍କ ଠାରୁ ସମସ୍ତେ ସୁରକ୍ଷିତ ରହିବେ, ସେ ନେଇ ଆଜି ଏକ କର୍ମଶାଳା ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧକ୍ଷ୍ୟା ଶ୍ରୀମତୀ ଗୀତାଞ୍ଜଳି ପଟ୍ଟନାୟକ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଓ ପରେ ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ପ୍ରସିକ୍ୟୁସନ ବିଭାଗର ଉପନିର୍ଦେଶକ ସୁବ୍ରତ ମହାନ୍ତି ସାଇବର ଅପରାଧିକ ଆଇନ ଉପରେ ସବିଶେଷ ବିବରଣୀ ପ୍ରାଞ୍ଜଳ ଭାବେ ଆଲୋଚନା କରିଥିଲେ। ପରେ ଅନ୍ୟ ବକ୍ତା ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସାଇବର ଅପରାଧୀଙ୍କ କାର୍ଯ୍ୟଶୈଳୀ ତଥା କିପରି ନିଜର ଅନଲାଇନ ତଥ୍ୟକୁ ସଂରକ୍ଷିତ କରି ରଖାଯାଇପାରିବ ତା’ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ପରେ ସମାଜସେବୀ ମନୋଜ ମିଶ୍ର ଅନଲାଇନ ଓ ବାର କୋଡ଼ ଫ୍ରଡ଼ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୂତନ ଭାବେ ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଆଉଥରେ ବ୍ୟାଙ୍କିଙ୍ଗ ଫ୍ରଡ଼ ତଥା ଅନ୍ୟ ନୂତନ ଆହ୍ୱାନକୁ ସମସ୍ତଙ୍କ ସମ୍ମୁଖରେ ରଖିବେ ବୋଲି ମନ୍ତବ୍ୟ ରଖି ସଭା ସାଙ୍ଗ କରିଥିଲେ। ଶେଷରେ ଡ଼ଃ ଶ୍ୟାମସୁନ୍ଦର ମହାରଣା କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲାରେ ପ୍ରିୟ ନେତାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ଚାଲିଛି

  ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ଆଧୁନିକ ଓଡ଼ିଶା ର ନିର୍ମାତା ସାଢେ଼ ଚାରିକୋଟି ଜନ ମାନସ ର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଗତ...

ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ

  ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ନିକଟ ମଲ୍ଲୀ ପୁର ପଞ୍ଚାୟତରେ ଥିବା ବିଁକୁଡିଆ ଗ୍ରାମ ର ବାଲୁଙ୍କେଶ୍ଵର ଦେବ ଉଚ୍ଚବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି...

ରବିବାର ବସିବ ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ ବୈଠକ, ରାସ୍ତାଘାଟ ଓ ପରିମଳକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ*

      *ରଥଯାତ୍ରାକୁ ଆଉ ମାତ୍ର ୫ ଦିନ । ଜଗତକର୍ତ୍ତାଙ୍କ ଯାତ୍ରାରେ ସାମିଲ ହେବାକୁ ଶ୍ରୀକ୍ଷେତ୍ରକୁ ଧାଇଁବେ ଅସଂଖ୍ୟ ଯାତ୍ରୀ । ସେଥିପାଇଁ ପ୍ରଶାସନିକ...

ଉମରକୋଟ ଠାରେ ମାଁ ଙ୍କ ନାମରେ ଗୋଟିଏ ଗଛ କାର୍ଯ୍ୟକ୍ରମ ରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…………

    ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଠାରେ ମାଁ ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି ବୃକ୍ଷ ରୋପଣ ଅଭିଯାନରେ...

ଭାରତର ଚିନ୍ତା ବଢିଲା 

    ନୂଆଦିଲ୍ଲୀ ( ଦେବାଶିଷ ଦାଶ )   ପାକିସ୍ତାନ ୪୦ଟି ଜେ-୩୫ ଫାଇଟର ଜେଟ୍‌ ସହ କେଜେ-୫୦୦ ଏୟାରବୋର୍ନ ଆର୍ଲି ଓ୍ବାର୍ନିଂ ଆଣ୍ଡ୍‌ କଣ୍ଟ୍ରୋଲ...

ଚିକିତ୍ସା ଲାଗି ମୁମ୍ବାଇ ଗଲେ ନବୀନ, ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରି ଶୁଭେଚ୍ଛା ଜଣାଇଲେ ଶୁଭେଚ୍ଛୁ ,,,

ନବୀନ ପଟ୍ଟନାୟକ ଭଲ ପାଇବା ଦେଖି କାନ୍ଦି ପକାଇଲେ ମହିଳା ଭୁବନେଶ୍ୱର ( ଦେବାଶିଷ ଦାଶ )   ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ ମୁମ୍ବାଇ ଗଲେ...

ଆଜିର ରାଶିଫଳ..

  *✧═════•❁❀❁•═════✧* *🌷ମେଷ🌷👉 : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ...