June 21, 2026

ଜଟଣୀ ହନୁମାନ ବାଟିକା ଠାରୁ ଆଇଚର ଟ୍ରକ ରୁ ଗୋମାଂସ ଜବତ 

IMG-20241121-WA0055
Share

 

 

ଖୋର୍ଦ୍ଧା- (ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ହନୁମାନ ବାଟିକା ନିକଟରୁ ଗୋମାଂସ ବୋଝେଇ ଟ୍ରକ ଛିଡ଼ା ହୋଇଥିବାର ଖବର ପାଇ ଘଟଣା ସ୍ଥଳରେ ଗୋ ସେବକ ଭାଇ ମାନେ ପହଁଚି ଘଟଣା ବାବଦରେ ଜଟଣୀ ଥାନା ପୋଲିସି କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଜଟଣୀ ଥାନା ପୋଲିସ୍ ପହଁଚି ଗୋ ମାଂସ ବୋଝେଇ ଆଇଚର୍ ଟ୍ରକ କୁ ଜବତ କରିଥିବାର ସକ୍ଷମ ହୋଇଥିଲେ ।