June 13, 2026
IMG-20251021-WA0029
Share

 

 

ଗାଁକୁ ଭଲ ପାଇବା ସଂସ୍କୃତି ଭାଇଚାରା ଏକତା ଅଖଣ୍ଡତା କୁ ବଜାୟ ରଖିବା ତଥା ଗ୍ରାମୀଣ ସଭ୍ୟତା ସଂସ୍କୃତି ପରମ୍ପରା ଏବଂ ନୈତିକ ମୂଲ୍ୟବୋଧ ପ୍ରାସଗିଂକତା ର ବିଭିନ୍ନ ଦୃଷ୍ଟାନ୍ତ ମାନ ଦେଇ ଆଜି ମଂଗଲବାର ପୂର୍ବାହ୍ନ ୧୧ଟା ସମୟରେ କଳା କ୍ଷେତ୍ର ଅତାବିରା ତରଫରୁ ଅତାବିରା ବ୍ଲକ ଲରାସରା ପଂଚାୟତ ଖଇରପାଲି ଗ୍ରାମରେ ଗାଁ ଦିବସ ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ,ମୁଖ୍ୟ ବକ୍ତା ଭାବେ ଡକ୍ଟର ତପସ୍ବନୀ ଗୁରୁ,ଲରାସରା ପଂଚାୟତ କୀର୍ତ୍ତିନ ସେଟ,ମଣ୍ଡଲ ସଭାପତି ପୁଷ୍ଫକ ଗାଇଗରିଆ ଯୋଗଦାନ କରିଥିଲେ |କାର୍ଯ୍ୟକ୍ରମଟିକୁ ଅମୃତ କୁମାର ବାରିକ ପରିଚାଳନା କରିଥିଲେ |କାର୍ଯ୍ୟକ୍ରମରେ ସୁଜତା ବିଶ୍ବାଲ,ଜାହ୍ନବୀ ମହାକୁର,ଅନୁପମା ମହାନନ୍ଦ, କୁନି କର୍ମୀ,ରାଜେଶ ମହାକୁର,ଅମିତ ସାହୁ ପ୍ରମୁଖ ସହଯୋଗ କରିଥିଲେ |

You may have missed