June 15, 2026

ବାଲିପଦରରେ କ୍ଳଷ୍ଟର ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ..

IMG-20241021-WA0041
Share

ବୁଗୁଡା:-

ବାଲିପଦର କ୍ଳଷ୍ଟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଏହି କେନ୍ଦ୍ରରେ ତିନିଟି ପଞ୍ଚାୟତ ଯଥା ବାଲିପଦର, ଅରଖପୁର ଏବଂ କଲମ୍ବ ପଞ୍ଚାୟତରୁ ୧୮ବର୍ଷରୁ ୪୦ ବର୍ଷ ବୟଷର ଶତାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ୧୦୩ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ବାଲିପଦର କ୍ଳଷ୍ଟର ସି.ଆର.ସି.ସି ବିଶ୍ବଜିତ ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ

ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଲାରାଣୀ ଦାସ

କନିଷ୍ଠ ଶିକ୍ଷକ ପିତାମ୍ବର ଗୌଡ଼ ,ଟିନା ରଥ

ସଞ୍ଜୟ ନାୟକ ,ପ୍ରଭାତୀ ମିଶ୍ର

ପ୍ରତିଭା ମିଶ୍ର ,ସହକାରୀ ଶିକ୍ଷକ ବନ୍ଦନା ପଣ୍ଡା ,ଶୁଚିସ୍ମିତା ସିଂ, ପ୍ରିୟବ୍ରତ ଖାଡ଼ଙ୍ଗା

ମିତ୍ରଭାନୁ ସ୍ୱାଇଁ ,କୃଷ୍ଣ ସେଠୀ ପ୍ରମୁଖ ସହଯୋଗ କରିଥିଲେ।ଅନ୍ୟ ମାନଙ୍କ ମଧ୍ଯରେ ବି. ଇ. ଓ ଚିନ୍ମୟ ମହାପାତ୍ର,

ବି. ଆର. ସି.ସି ଅମିତା ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

********

You may have missed