କୋରାପୁଟ କୋର୍ଟ ପରିସର ମଧ୍ୟରେ ଓକିଲ ଙ୍କୁ ଆକ୍ରମଣ। କଥା କଟାକଟି ହୋଇ ମହକିଲ ଆଇନ୍ ଯିବି ଉପରକୁ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ
କୋରାପୁଟ କୋର୍ଟ ପରିସର ମଧ୍ୟରେ ଓକିଲ ଙ୍କୁ ଆକ୍ରମଣ। କଥା କଟାକଟି ହୋଇ ମହକିଲ ଆଇନ୍ ଯିବି ଉପରକୁ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ । ରବୀନ୍ଦ୍ର କୁମାର ବରାଡ ଓ ତାଙ୍କ ବାପା ଦୁହେଁ ମିଶି ଆଜି ଜମି ବାଡ଼ି ସଂକ୍ରମିତ ମକଦ୍ଦମା ରେ କୋରାପୁଟ କୋର୍ଟକୁ ଆସିଥିଲେ। କୋର୍ଟ ପରିସର ମଧ୍ୟରେ ଓକିଲ ଦୀପଙ୍କର ପାଣଗ୍ରାହୀଙ୍କ ସହିତ କଥା କଟା କଟି ହୋଇ ରବିଦ୍ର ବରାଡ ଓ ତାଙ୍କ ବାପା ଓକିଲ ଉପରାକୁ ଆକ୍ରମଣ କରିଥିଲେ। ରବୀନ୍ଦ୍ର ବରାଡ ଓ ତାଙ୍କ ବାପା ଙ୍କ ଵିରୁଦ୍ଧ ରେ ଥାନାରେ ଏତଲା ଆଇନ ଯିବି ଦେବା ପରେ ପୋଲିସ୍ ସେ ଦୁଇ ଜଣ ଙ୍କୁ କବୁ କରି ଥାନାକୁ ନେଇଛନ୍ତି (ଗୁପ୍ତେଶ୍ୱର ରଥ କୋରାପୁଟ)
