ବେଗୁନିଆ ଥାନାରେ ଯୋଗ ଦେଲେ ନୂତନ ଅଧିକାରୀ।

ବେଗୁନିଆ ,(ମାନସ ରଞ୍ଜନ କର ): ବେଗୁନିଆ ଥାନାରେ ଯୋଗଦେଇଛନ୍ତି ନୂତନ ଥାନା ଅଧିକାରୀ କାହ୍ନୁ ଚ଼ରଣ ସ୍ଵାଇଁ ସେ ଏହା ପୂର୍ବରୁ ଖୋର୍ଦ୍ଧା ସଦର ଥାନାରେ କାର୍ଯ୍ୟରତ ଥିଲେ ଏଠାରେ ପୂର୍ବରୁ ଥିବା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କୁ ଖୋର୍ଦ୍ଧା ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ନୂତନ ଥାନା ଅଧୀକାରୀ କାହ୍ନୁ ଚରଣ ସ୍ଵାଇଁ ବେଗୁନିଆ ଥାନା ଅଞ୍ଚଳରେ ବେଆଇନି ଗୋଚାଲାଣ, ଅବାଧ ନିଶା କାରବାର,ଚୋରାମଦ ବିକ୍ରୟ ବିରୁଧ୍ଯରେ କାର୍ଯ୍ୟା ଅନୁଷ୍ଠାନ ଗ୍ରହଣ କରିବାସହ ବାଲ୍ୟ ବିଭାହ ଓ ନାରୀ ନିର୍ଯ୍ୟାତନା.ଚୋରି. ଡକାୟତି ଉଛେଦଓଆଇନିଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦେବେ ବୋଲି ମତ୍ତ ବ୍ୟକ୍ତକରିଛନ୍ତି ।ଥାନା ଅଧୀକାରୀଙ୍କୁ ସାମାଜିକ ଗଣମାଧ୍ୟମ ପ୍ରତିନିଧି ମାନସ ରଞ୍ଜନ କର ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଛନ୍ତି
