March 10, 2026

ପରମା ନନ୍ଦ ହେଲେ ନୂଆ ଥାନାଅଧିକାରୀ

IMG-20230819-WA0014
Share

ପରମା ନନ୍ଦ ହେଲେ ନୂଆ ଥାନାଅଧିକାରୀ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଆଇଆଇସି ଭାବେ ଶ୍ରୀ ପରମା ନନ୍ଦ ସୁନାନୀ ଯୋଗ ଦେଇଛନ୍ତି ଏଥି ପୂର୍ବରୁ ସେ କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ଥାନାରେ କାର୍ଯ୍ୟରତ ଥିଲେ. ଏଠାରେ ଥିବା ଶେଷଦେବ ବେହେରାଙ୍କୁ ଜୁନାଗଡ଼ ବଦଳି ହୋଇଛି. ଶୁକ୍ରବାର ଶ୍ରୀ ସୁନାନୀ ଦାଇତ୍ୱ ଗ୍ରହଣ କରିଛନ୍ତି. ନୂଆ ଥାନା ଅଧିକାରୀଙ୍କ ଯୋଗ ଦାନ ପରେ. ଜନ ପ୍ରତି ନିଧି ଓ ଗଣ ମାଧ୍ୟମ ପ୍ରତିନିଧି ସୌଜନ୍ୟ ମୂଳକ ସାକ୍ଷାତ କରି ଶ୍ରମିକ ଚାଲାଣ. ଗୋ ଚାଲାଣ ଏବଂ ରାଜପଥ ଦୁଇ ପାର୍ଶ୍ଵରେ ଗାଡି ଦିନ ରାତି ପାର୍କିଙ୍ଗ ଯୋଗୁଁ ଟ୍ରାଫିକ ସମସ୍ୟା ହେଉଅଛି ବୋଲି ଅବଗତ କରିଥିବା କରିଥିବା ଜଣା ଯାଇଛି. ଆଇନ ଶୃଙ୍ଖଳା ପରିସ୍ଥିତି କୁ ଗୁରତ୍ୱ ଦେବା ସହ ସମସ୍ତ ସମସ୍ୟା ର ସମାଧାନ ଖୁବ ଶୀଘ୍ର ହେବ ବୋଲି ସୂଚନା ପ୍ରଦାନ କରିଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I