April 24, 2026

ନୂତନ ରାସ୍ତା କାମରେ ଅନିୟମିତତା            

IMG-20260419-WA0041
Share

                               ରାସ୍ତା କାମକୁ ନେଇ ତେଜିଛି ଉତେଜନା.ମନମାନୀରେ ଚାଲିଛି ରାସ୍ତା କାମ ରବିବାରରେ ବି ବନ୍ଦ ନାହିଁ. ନା ଅଛନ୍ତି ଯନ୍ତ୍ରୀ ନା କୌଣସି କର୍ମଚାରି. ପୁରୁଣା ରାସ୍ତାରା ପିଚୁକୁ ଓଲଟାଇ ସେଥିରେ ଡଷ୍ଟ ପକାଯାଉଛି ମେଣ୍ଟାଲ ତ ସ୍ବପ୍ନ. ଗ୍ରାମର ଲୋକେ ଯେତେ ଅଭିଯୋଗ କଲେ ବି ଓଲଟା ଧମକ ଦିଆଯାଉଛି, ମନ ଇଚ୍ଛା ଆମେ କାମ କରିବୁ କିଏ ଆମର କଣ କରିବ.ଇଛା ମୁତାବକ ର. ଠ. କାମରେ କୋଟି କୋଟି ଟଙ୍କା ହଡପ ହେଉଛି, କାମ ର ଫଳକ ବି ନାହିଁ ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ପଣ୍ଡୁଆ ପଂଚାୟତ ର ରବୀନ୍ଦ୍ର ସରଣୀ ରୁ ସଂଯୋଗ ଥିବା ରାସ୍ତା ଧୂସଳ ଗ୍ରାମ ଠୁ ନପଙ୍ଗ କୁ ସଂଯୋଗ କରୁଥିବା ରାସ୍ତା କଥା. ପୋଲ ନିର୍ମାଣ ପାଇଁ ପ୍ରୋଜେକ୍ସନ ଥିଲେ ବି ଠିକା ଦାର ସିଧା ସିଧା ମନାକରିଦେଇଛନ୍ତି ପୋଲୋ ହୋଇପାରିବନାହିଁ. ଦୈନନ୍ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକେ ଜାତାୟତ ପାଇଁ ନିର୍ଭର କରିଥାନ୍ତି. ନିନ୍ମମାନର କାମକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି.ରାସ୍ତାର ସ୍ଥାଇତ୍ୱ ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି

You may have missed