October 19, 2026

ଉମରକୋଟ ସହର ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ , ସମଗ୍ର ଆଲୋକ ସଜ।ରେ ସଜୀତ……..

IMG-20261018-WA0054
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଦୁର୍ଗା ପୂଜା ପାଇଁ ସମ୍ପୂର୍ଣ୍ଣ ଉମରକୋଟ ସହର ଚଳଚଞ୍ଚଳ। ଉମରକୋଟ ସହରର ଡି ଏନ୍ କେ , ବିଦ୍ୟୁତ୍ ବିଭାଗ, ଘରୋଇ ବସ୍ ମାଲିକ ସଙ୍ଗ, ଗୁଲିପାଟଣା, ଭଞ୍ଜ ମଣ୍ଡପ ,ଟ୍ୟାକ୍ସି ମଲିକ୍ ସଙ୍ଗ ଓ ଧର୍ମସାଳ। ଇତ୍ୟାଦି ସ୍ଥାନରେ ମା ଦୁର୍ଗ। ପୂଜା ପାଉଛନ୍ତି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଡି ଏନ୍ କେ ଓ ଗୁଲିପ। ଟନା ସାହିର ମେଡ୍ ଅଧିକ ଆକର୍ଷଣୀୟ ହେଇଛି। ବର୍ତ୍ତମାନ ଠାରୁ ସହରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ପୂଜା ଦେଖିବ। ପାଇଁ ପଡୋଶୀ ଛତିଶଗଡ, ରାଇଘର, ଝରିଗାଁ, ଡ।ବୁଗାଁ, ଚନ୍ଦ।ହାଣ୍ଡି ଇତ୍ୟାଦି ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ପୂଜା ଦେଖିବ। ପାଇଁ ଭକ୍ତଙ୍କ ଆଗମନ ଲାଗି ରହିଛି। ଏଥି ସହ ପ୍ରତି ବଙ୍ଗୀୟ ଗ୍ରାମରେ ମଧ୍ୟ ଦୁର୍ଗ।ପୂଜା ଅନୁଷ୍ଠିତ ହେଉଛି। ଲୁଗା ଦୋକାନ ମାନଙ୍କରେ ଗ୍ରାହକଙ୍କ ପ୍ରବଳ ଭିଡ ଜମୁଛି। ପୋଲିସ ପକ୍ଷ ରୁ ଆଇନ ଶୃଙ୍ଖଳ। ବ୍ୟବସ୍ଥା ବଜାୟ ରଖିବା ପାଇଁ ଛକ ଠାରେ ପୋଲିସ ଫୋର୍ସ ମୃତୟନ୍ କରାଯାଇଛି। ମା ଙ୍କ ପୂଜା ଯୋଗୁ ସମଗ୍ର ଉମରକୋଟ ସହରରେ ଭକ୍ତି ମୟ ପରିବେଶ ସୃଷ୍ଟି ହେଇଛି। ସମଗ୍ର ଉମରକୋଟ ସହର ଲିଚୁ ମାଳରେ ସଜେଇ ହେଇ ଯାଇଛି ଯାହାକି ରାତିରେ ଲୋକଙ୍କୁ ଆନନ୍ଦ ଅନୁଭବ କରୁଛି।ଚଳିତ ବର୍ଷ ନବରାତ୍ରୀ ପାଳନ କରୁଥିବା ଯୁବକ ଓ ଯୁବତୀ ଙ୍କ ସଂଖ୍ୟାରେ ବହୁତ୍ ବୃଦ୍ଧି ପାଇଛି। ଆସନ୍ତା କାଲି ସମସ୍ତ ଦୁର୍ଗ। ପୂଜା କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି।ଏଥି ସହ କିଛି ଦୁର୍ଗ। ପୂଜା କମିଟି ପକ୍ଷରୁ ଲୋକଙ୍କ ମନୋରଂଜନ ସକାଶେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

You may have missed