June 6, 2026

କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ପଞ୍ଚାୟତ କାର୍ଯାଳୟ ରେ ସାମାଜିକ ସମୀକ୍ଷା ଗ୍ରାମ ସଭା ରେ ଆଜି ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ବାର୍ଦ୍ଧକ ଭତ୍ତା ବଣ୍ଟନ କରିଥିଲେ.

IMG-20240718-WA0013
Share

 

କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ପଞ୍ଚାୟତ କାର୍ଯାଳୟ ରେ ସାମାଜିକ ସମୀକ୍ଷା ଗ୍ରାମ ସଭା ରେ ଆଜି ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ବାର୍ଦ୍ଧକ ଭତ୍ତା ବଣ୍ଟନ କରିଥିଲେ.ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ତେଜେଶ୍ୱର ରାଓ, କାଶୀନଗର ବ୍ଲକ ଅଧକ୍ଷା ଵାଲା ସାଇଆମ୍ମା,ଉପାଧ୍ୟକ୍ଷ ଏସ କଲ୍ୟାଣୀ ପ୍ରମୁଖଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଚାଲୁ ରହିଥିଲା. ଏହି ବାର୍ଦ୍ଧକ୍ୟ ଭତ୍ତା ପଞ୍ଚାୟତର ପ୍ରାୟ 20 ଜଣଙ୍କୁ ବଣ୍ଟା ଯାଇଥିବା ସ୍ଥାନୀୟ ସରପଞ୍ଚ ସୂଚନା ଦେଇଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର

You may have missed