October 16, 2026

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଢ଼ାମ ନା ହାଣ୍ଡି ପଞ୍ଚାୟତ ର ବାଟ କୁହୁଡି ଗାଁ ରେ ଦକ୍ଷତା ବିକାଶ

29709a97-e5a6-43cc-a77c-ec4e3c0b3540
Share

ଓ ପ୍ରିଶିକ୍ଷଣ ଯୋଜନା ମାଧ୍ୟ ମ ରେ ବ୍ଲକ ସ୍ତରୟ ଉଦ୍ୟାନ କୃଷି କର୍ମ ଶାଳା ଆୟୋଜନ ହୋଇଯାଇଛି.ଏହି ଅବସରରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ଙ୍କ ଦ୍ୱାରା ବୃକ୍ଷ ରୋପଣ ହୋଇଥିଲା. ସୋମ୍ମାନୀୟ ଅତିଥି ଭାବେ ପଞ୍ଚାୟତ ସମିତି ର ଅଧକ୍ଷା ଶ୍ରୀମତୀ କମଳା ଭତରା ଯୋଗ ଦେଇ ବିଭିନ୍ନ ଚାଷ ବିଷୟରେ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ପ୍ରଦାନ କରି ଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ଜୟପୁର ଶ୍ରୀ ସଂଜୀବ କୁମାର ମହାନ୍ତ. ଡ଼ ବିଶ୍ୱଜିତ ରୟ ସି ଡି ଭି ଓ. ମୃତିକା ସଂରୋକ୍ଷଣ ବିଭାଗ ଅଧିକାରୀ ଶ୍ରୀ ନିର୍ମଳ କୁମାର ଜେନା. ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନେହ ପ୍ରଭା ମାଝୀ. ଓଏଲମ ମୁଖ୍ୟ ସୁଶ୍ରୀ ନମିତା ଵାଘ. ସାଂସଦ ପ୍ରତିନିଧି ସୁଧୀର ମହାନ୍ତି. ମ ହୋମ୍ମ ଦ ସଲିମ ସୁଦୀପ୍ତ ସୌରଭ ସାହୁ. ତ୍ରିଲୋଚନ ସାହୁ. ସୀତା ନାଥ ବିଶ୍ୱାଳ ଙ୍କ ସମେତ ସତା ଧିକ ଚାଷୀ ଏବଂ ବିଭାଗ ର ଅଧିକାରୀ ମାନେ. ବିଜୟ କୁମାର ମାହୁନ୍ତ ସହକାରୀ ଉଦ୍ୟାନ ଅଧିକାରୀ କୋଟପାଡ଼ ଙ୍କ ସଭାପତ୍ୱ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ଜଣା ଯାଇଛି Iଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା

You may have missed