ମୋହନା କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ଙ୍କ ପ୍ରାର୍ଥି ପତ୍ର ଦାଖଲ ….

dgm
Share

ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ଆଜି ବିରାଟ ପଟୁଆରରେ ଯାଇ ନିଜ ନାମାଙ୍କନ ଦାଖଲ କରିଛନ୍ତି। ପାରଳାଖେମୁଣ୍ଡି ଠାରେ ନିର୍ବାଚନ ଅଧିକାରୀ ଉପ ଜିଲ୍ଲାପାଳ ଙ୍କ ଠାରେ ପ୍ରାର୍ଥୀ ପତ୍ର ଦାଖଲ କରି ଉପସ୍ଥିତ ସମର୍ଥକଙ୍କ ସହ ଯାଇ ନାମାଙ୍କନ ଦାଖଲ କରିଥିଲେ। ନାମାଙ୍କନ ଦାଖଲ କରି ଉପସ୍ଥିତ ସମର୍ଥକଙ୍କୁ ଗାଁ ଗାଁ ବୁଲି କଂଗ୍ରେସ ସରକାର କୁ ଆସିଲେ ରାଜ୍ୟରେ କଣ ସବୁ ଉନ୍ନତି କରିବ ତାହାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ। ଏହି ପ୍ରାର୍ଥୀ ପାତ୍ର ଦାଖଲ ସମୟରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲା ଓ ବ୍ଲକ ନେତାଙ୍କ ସମେତ ପ୍ରାୟ ପାଞ୍ଚ ହଜାର ରୁ ଅଧିକ ସମର୍ଥକ ଉପସ୍ଥିତ ଥିଲେ।

You may have missed