କ୍ଲଷ୍ଟର ସ୍ତରୀୟ ସୁରଭି 2025 ଉଦଘାଟିତ
ଗାଙ୍ଗପୁର 16/10/2025 -ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସିଆରସିସି ରଂଜିତା ପାତ୍ର ମହୋଦୟା ଙ୍କ କର କମଳରେ ଶୁଭ ଉଦଘାଟନ ହୋଇଥିଲା ଏଥିରେ ବିଭିର୍ଣ୍ଣ କୃତି ପ୍ରତି ଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ ପୂର୍ବତନ ସିରାସିସି ନିରଞ୍ଜନ ପରିଡା ସାର ପୁରସ୍କାର ବିତରଣ କରିଥିଲେ l ପ୍ରଗତି ବିଦ୍ୟା ପୀଠ କେନ୍ଦୁ ପଦର ନୃତ୍ୟ ରେ ପ୍ରଥମ ସ୍ଥାନ, ସିଂଗିପୁର ଦ୍ୱିତୀୟ, କେଶରାପାଲି ତୃତୀୟ ସ୍ଥାନ ପାଇଁ ବ୍ଲକ ସ୍ତରକୁ ଯିବା ପାଇଁ ମନାନୀତ ହୋଇଛି l
