April 28, 2026

ପ୍ରଧାନ ଶିକ୍ଷକ ପୁଷ୍ପ ଲତା ପାତ୍ର ସମସ୍ତ କାର୍ଯ୍ୟକ୍ରମ…

IMG-20251017-WA0067
Share

ପ୍ରଧାନ ଶିକ୍ଷକ ପୁଷ୍ପ ଲତା ପାତ୍ର ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟା ଲୟର ସହକାରୀ ଶିକ୍ଷକ ମନୋଜ ତ୍ରିପାଠୀ, ଟୁକୁନା ଜେନା, ରାଜେନ୍ଦ୍ର ପ୍ରଧାନ ସାର ପରିଚାଳନା କରିଥିଲେ, ପ୍ରତି ବିଦ୍ୟାଳୟ ରୁ ବିଚାରକ ଭାବେ ଗୀତାଞ୍ଜଳି ଦାସ, ମନୋଜ ଗୌଡ଼,ପ୍ରିୟ ଦର୍ଶନୀ ନାୟକ, ପ୍ରବୋଧ ପ୍ରଧାନ, ଶୁଭକାନ୍ତ ବେହେରା, ବିଦ୍ୟା ଧର ସାହୁ, ସୁଜିତା ବିଷୋୟୀ, ବନ୍ଦନା ମହାରଣା, ପୁଷ୍ପା ବେହେରା ପ୍ରିୟଙ୍କା ପଣ୍ଡା ଅନିତା ପ୍ରଧାନ,ମମତା ସ୍ୱାଇଁ, ଦିଗାମ୍ବର ପ୍ରଧାନ, ସଙ୍ଘ ମିତ୍ରା ସ୍ୱାଇଁ, ଶିବରାମ ପରିଡା, ଏ, ନର ସିଂହ ପାତ୍ର, ଶିବାନୀ, ଗୌଡ଼, ଟି. ଲିଟlରାଣୀ ପାତ୍ର,ବଂଶୀଧର ପରିଡା, ବାସୁପ୍ରଦ ତ୍ରିପାଠୀ, ମେଘ ନାଦ ଦଳବେହେରା, ହାରିବନ୍ଧୁ ବେହେରା, ସଂଗୀତା ଶତପଥି ବିଚାରକ ଭାବେ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିଥିଲେ l ପ୍ରତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନକ ମଧ୍ୟରୁ ବlଙ୍ଗରଡ଼ା ଜୟ ରାମ ବେହେରା, ସିଂଗିପୁର ର ଅଳକା ପଣ୍ଡା, କେଶରା ପଲି ର ରିତା ବେହେରା, ରାଙ୍କୁଡ଼ା ବସନ୍ତ ପାତ୍ର, ଆମ୍ବ ପୁଆ ର ନାରାୟଣ ସ୍ୱାଇଁ, ନାହାଡl ର ବଂଶୀଧର ପରିଡା,ମୁନିଗାଡ଼ି ର ପ୍ରଦୀପ ସାହୁ, କାଳୁ ଚରଣ ଖଣ୍ଡୁଆଳ ପ୍ରମୁଖ ସକ୍ରିୟ କାର୍ଯ୍ୟକ୍ରମ କୁ ପରିଚାଳନା ଶୃଙ୍ଖଳା ର ସହିତ କରିଥିଲେ

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ