August 25, 2026

ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ଜନ୍ମଦିନ ଅବସରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭ ଖୁଣ୍ଟି ସ୍ଥାପନ 

IMG-20240917-WA0061
Share

 

ରାୟଗଡା : ସେପ୍ଟେମ୍ବର 17ତାରିଖ ରେ ସାରା ଦେଶ ଏବଂ ବିଦେଶରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କର ଜନ୍ମ ଦିନକୁ ବେଶ ଉଛାହ ସହ ଅନେକ କାର୍ଯ୍ୟକ୍ରମ ହେଉଥିବା ବେଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ କୁମ୍ଭାରଗୁଡା ଚଞ୍ଚଡ଼ାସାହି ଏବଂ ଅଲଣ୍ଡା ସାହି ମଧ୍ୟ ଭାଗରେ ଥିବା ସ୍ଥାନରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସହ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି ଏହାକୁ ଯଥା ବିଧିବିଧାନ ଅନୁସାରେ ପୁରୋହିତ ବଳଭଦ୍ର ତ୍ରିପାଠୀ ଙ୍କ ଦ୍ୱାରା ସମ୍ପାଦନ ହୋଇଥିଲା ଏହି ସମୟରେ କମ୍ଭାରଗୁଡା ଗ୍ରାମର ବରିଷ୍ଠ ଭଦ୍ରବକ୍ତି କାକାୟା ହିକକା, ଜନ ଜାଗରଣ ମଞ୍ଚ କଲ୍ୟାସିଂହପୁର ବ୍ଲକ ସଭାପତି ଅଲଣ୍ଡା ଗ୍ରାମର ଦାନୁ କାଡ୍ରାକା, ପ୍ରସାଦ ପେରିସିକା, ହାକାନା କାଡ୍ରାକା, କଳାକାର ତଥା ସମାଜସେବୀ ସନ୍ତୋଷ କୁମାର ବଛା, ଗଙ୍ଗାରାଓ ପ୍ରାସ୍କା, ଗୋବିନ୍ଦ ହିକକା, ଦିଲୁ କାଡ୍ରାକା, ସୁବା ସାରାକା, ନର୍ସି କୁଲିସିକା, କାମେଶ୍ୱର କର୍ଜା, ମାନସ ଗୌଡ଼, ସାଲାପୁ କଞ୍ଜାକା, ପୂର୍ଣ୍ଣ କାଡ୍ରାକା, ଈଶ୍ୱର କାଡ୍ରାକା, ଗୌରୀ କାଡ୍ରାକା, ଚକ୍ରଧର ପ୍ରାସ୍କା, ଘାସି କାଡ୍ରାକା, ଧର୍ମା କାଡ୍ରାକା, ଚନ୍ଦ୍ର ହିକକା ପ୍ରମୁଖ ଉପସ୍ଥିତ ରହିଥିଲେ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed