ଫେରୱେ ରାସ୍ତା କଡରେ ଗର୍ଭ
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ କାପସି ପଦରଭଟା ଫୋରୱେ ରାସ୍ତା ବ୍ରିଜ୍ କଡରେ ଏକ ବିରାଟ ଗର୍ଭସୃଷ୍ଟି ହୋଇଛି। ଏହିଗର୍ଭଯୋଗୁ ଲୋକଙ୍କଜୀବନପ୍ରତିବିପଦରହିଥିବା । ବେଳେ ପ୍ରଶାସନର ନଜର ପଡୁନାହିଁଏହିରାସ୍ତାଦେଇପ୍ରତେକଦିନବଡବଡଯାନବାହାନ,ବସଓମଟରସାଇକେଲଯାତାୟାତହେଉଥିବା ବେଳେ ସ୍କୁଲ କଲେଜ ଛାତ୍ରଛାତ୍ରୀ ମଧ୍ୟ ଯାତାୟାତ କରୁଛନ୍ତି। କିନ୍ତୁ ଏହି ବିରାଟ ଗର୍ଭଯୋଗୁ କେତେବେଳେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ହେବ ନାହିଁ । ଏହି ଗର୍ଭଲୋକଙ୍କ ପାଇଁ ବର୍ତ୍ତମାନ କାଳ ସାଜିଛି। ଏ ନେଇ ବିଭାଗୀୟ ଜିଲ୍ଲା ଅଧିକାରୀ ତୁରନ୍ତ ଦୁଷ୍ଟି ଦେଇ ରାସ୍ତା ମରାମତି କରିବାକୁସାଧାରଣରେଦାବିହେଉଛି।
