June 20, 2026

ଗ୍ରାସିମ କମ୍ପାନୀ ପକ୍ଷେରୁ ସଡ଼କ ସୁରକ୍ଷା କୁ ନେଇ ସଚେତନତା

WhatsApp Image 2023-01-17 at 7.48.43 PM
Share

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସିମ କମ୍ପାନୀ ପକ୍ଷରୁ ଏଚ ଆର ହେଡ଼ ନିରଜ ପଟ୍ଟନାୟକ ନୀଳ ପତାକା ଦେଖାଇ ସଡ଼କ ସୁରକ୍ଷା ଜୀବନ ରକ୍ଷା ରା଼ଲି ର ଶୁଭ ରମ୍ଭ କରିଥିଲେ . ସ୍ଥାନୀୟ ଜୟଶ୍ରୀ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସତେତନତା କାର୍ଯ୍ୟକ୍ରମ ସହ ରାଲି ହୋଇଯାଇଛି l ଛାତ୍ର ଛାତ୍ରୀ ମାନେ ଜୟଶ୍ରୀ ସ୍କୁଲ ରୁ ଏକ ଶୋଭା ଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ ଧରି ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ସ୍ଥିତ ବଜାର ମୁଖ୍ୟରାସ୍ତା ଦେଇ ସଡ଼କ ସୁରକ୍ଷା ସମ୍ପର୍କିତ ନାରା ଦେବା ସହ ପରିକ୍ରମା କରିଥିଲେ , ବିନା ହେଲମେଟ ରେ ବାଇକ ଆରୋହୀ ମାନଙ୍କୁ ହେଲମେଟ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ ,

ଗ୍ରାସୀମ କମ୍ପାନୀ ଏଚ ଆର ହେଡ଼ ନିରଜ ପଟନାୟକ, ଡିଜିଏମ ରବିନ୍ଦ୍ର କୁମାର ମହାନ୍ତି, ଶୁଭେନ୍ଦୁ ରାଉତରାୟ, ଲିପିକା ମହାନ୍ତି, ନିଖିଲ ମହାପାତ୍ର, ପୁରୁଷୋତ୍ତମ ଶର୍ମା, ନିର୍ମୟ ଶତପଥୀ, ସ୍କାଉଟ ମାଷ୍ଟର ସୁନୀଲ କୁମାର ଦାସ ,ଅର୍ଚନା ପଣ୍ଡା ପ୍ରମୁଖ କମ୍ପାନୀ କର୍ତ୍ତ୍ୟୁପକ୍ଷ ଓ ସ୍କୁଲ ଷ୍ଟାପ ଉପସ୍ଥିତ ରହିଥିଲେ l

You may have missed