ରାଷ୍ଟ୍ର ପୁରୁଷ ତଥା ଭାରତ ଭୂମୀ ର ଲୌହ ମାନବ ନାମରେ ପରିଚିତ ସର୍ଦ୍ଦାରକୋରାପୁଟ ସହର ର ସମସ୍ତ ବିଦ୍ୟାଳୟ,
ରାଷ୍ଟ୍ର ବିଦ୍ୟାଳୟ, ମହାବିଦ୍ୟାଳୟ ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଭାରତ ସରକାରଙ୍କ ନିର୍ଦ୍ଦେଶିତ ଏକତା ର ପଦଯାତ୍ରା କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇସାରିଛି। ଏହି ପଦଯାତ୍ରା ରେ , ସମସ୍ତ ଅନୁଷ୍ଠାନ ତଥା ଆଇନଜୀବୀ ଓ ବୁଦ୍ଧିଜୀବୀ ମାନେ ଅଂଶ ଗ୍ରହଣ କରିଥିଲେ। ଆଗରୁ କରାଯାଉଥିବା ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ବାରା ପୁରସ୍କାର ବିତରଣ କରଯାଇଥିଲା। ହଜାର ହଜାର ଲୋକଙ୍କ ଭାରତ ମାତା କି ଜୟ, ବନ୍ଦେ ମାତରଂ ନାରା ରେ ସାରା କୋରାପୁଟ ସହର ପ୍ରକମ୍ପିତ ହୋଇଥିଲା।
