April 29, 2026

ଉମରକୋଟ ରେ ଥିବା “ବିଉଟି ଫର୍ ୟୁ” ପାର୍ଲର ରୁ ନାବାଳିକା ଉଦ୍ଧାର………

IMG-20240816-WA0001
Share

 

ଉମରକୋଟ:- (ଏମ.ଦିନା°ଶୁ ଆଚାରୀ) ଚନ୍ଦାହାଣ୍ଡି ଅଞ୍ଚଳରୁ ନିରୁଧିଷ୍ଟ ଥିବା ନାବାଳିକା (ଝରଣା) ଛଦ୍ମନାମଙ୍କୁ ଆଜି ଉମରକୋଟ ଅଞ୍ଚଳରେ ଥିବା “ବିଉଟି ଫର୍ ୟୁ” ନାମକ ଏକ ପାର୍ଲର ରୁ କର୍ଯ୍ୟରସ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳିକା ଙ୍କ ବାପା ଚନ୍ଦାହାଣ୍ଡି ଥାନାରେ ଏକ ଏତଲା ଦେବା ପରେ ଥାନା ଅଧିକାରୀ ଖଗେଶ୍ବର ଖୋସଲା ଙ୍କ ନେତୃତ୍ୱରେ ଏକ ଟିମ୍ ପାର୍ଲର ରେ ଚଢ଼ାଉ କରି ଉଦ୍ଧାର କରିଛନ୍ତି। ଏହି ଟିମ୍ ରେ ଉମରକୋଟ ଥାନା ମହିଳା ସବ ଇନ୍ସପେକ୍ଟର ପୂର୍ଣ୍ଣିମା ଟେଟେ କନେଷ୍ଟବଳ ଅନିତା ପରିଛା ଙ୍କ ସହ ମିଶି ଉଦ୍ଧାର କରିବା ପରେ ଟିମ୍ ପୁଣି ଚନ୍ଦାହାଣ୍ଡି ଫେରି ଯାଇଛି। ଏ ବିଷୟରେ ଚନ୍ଦାହାଣ୍ଡି ଥାନାରେ କେଶ ରୁଜ୍ଜୁ ହେବା ସହ ତଦନ୍ତ ଜାରି ରହିଛି।