August 26, 2026

ଛତ୍ରପୁର ବିଧାୟକ ଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ପରେ ଛତ୍ରପୁର ଡାକ୍ତର ଖାନା ରେ ଡାକ୍ତର ନିଯୁକ୍ତି

IMG-20240716-WA0020
Share

ଛତ୍ରପୁର -୧୬/୭/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ଗଞ୍ଜାମ ଜିଲ୍ଲା ର ସଦର ମହାକୁମା ହେବା ସତ୍ୱେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଡାକ୍ତର ଅଭାବ ନବ ନିର୍ବାଚିତ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଘନ ଘନ ଡାକ୍ତରଖାନା ପରିଦର୍ଶନ ପରେ ଲୋକଙ୍କ ଠାରୁ ଡାକ୍ତର ନଥିବା କଥା ଶୁଣି ବିଧାୟକନିକଟରେ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଆବଶ୍ୟକତା ନେଇ ସ୍ଵାସ୍ତ୍ୟ ମନ୍ତ୍ରି ଙ୍କ ସହ ସାକ୍ଷାତ ଓ ଆଲୋଚନା କରିଥିଲେ।
ଏହା ପରେ ବ୍ରହ୍ମପୁର ସିଟି ହସ୍ପିଟାଲ ର ମେଡିକାଲ ଅଫିସର ଡାକ୍ତର ବୀରେନ୍ଦ୍ର କିଶୋର ନାୟକ ଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସା ଳୟ କୁ ବଦଳି ହୋଇଛି। ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତାଙ୍କ ଚିଠି- ୧୦୪୫୮ପ୍ରକାରେ ଏହି ଆଦେଶ ଦେଇଛନ୍ତି।