ମହାଡ଼ମ୍ବରେ ଚାଲିଛି ଛଇତନା ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ
ପୁରୀଜିଲ୍ଲା ପୁରୀ ସଦର ବ୍ଲକ ଅନ୍ତର୍ଗତ ଛଇତନା ଗ୍ରାମପଞ୍ଚାୟତ ର ଛଇତନା ମେଳଣ ପଡିଆରେ ୧୧ତମ ଛଇତନା ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ମହାଡ଼ମ୍ବରରେ ପାଳନ କରାଯାଇଛି l ଆଜି ଦ୍ଵିତୀୟ ସେମି ଫାଇନାଲ ରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ନକୁଳ ପ୍ରଧାନ ଯୋଗଦାନ କରି ଖେଳାଳି ମାନଙ୍କ ସହିତ କରମର୍ଦନ କରି ଉତ୍ସାହିତ କରିବା ସହିତ ଫାଇନାଲ ମ୍ୟାଚ ମହାଡ଼ମ୍ବରରେ ପାଳନ କରାଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
