କାଶୀପୁର ରେ ବ୍ଲକ ସ୍ଥରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ଅନୁଷ୍ଠିତ
ରାୟଗଡା ଜିଲ୍ଲା କାଶୀପୁରର ପ୍ରାଣୀ ଚିକତ୍ସା ଳୟ ଠାରେ ଡାକ୍ତର ମୋନାଲିସା ମହାନ୍ତି ଙ୍କ ତତ୍ୱାବଧାନରେ ବ୍ଲକ ସ୍ଥରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇ ଯାଇଛିଉକ୍ତ ମେଳରେ ମୁଖ୍ୟ ଅତିଥିଭାବେ ରାୟଗଡା ଜିଲ୍ଲାପରିଷଦ ଅଧକ୍ଷl ସୁଶ୍ରୀ ସରସ୍ୱତୀ ମାଝୀ ସନ୍ନମାନ୍ୱିତ ଅତିଥିଭାବେ କାଶୀପୁର ପଂଚାୟତ ସମିତି ଅଧକ୍ଷ୍ୟ କଣ୍ଠେ ସ୍ବର ମାଝୀ ଉପାଧ୍ୟାକ୍ଷା କୁନି ନାଏକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସୋଏ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ମୃନୟନ କୁମାର ପଣ୍ଡା ଅତିରିକ୍ତ ପ୍ରାଣୀ ଚିକତ୍ସା ଅଧିକାରୀ ସୁଶାନ୍ତ କୁମାର ଜାଠ ଭାରପ୍ରାପ୍ତ ପ୍ରାଣୀ ଚିକତ୍ସା ଅଧିକାରୀ ଅଶୋକ କୁମାର ବେହେରା D V O ଶ୍ରୀ ବିଘ୍ନ ରାଜ ମିଶ୍ର ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ବିପ୍ର ଚରଣ ବେହେରା ମତ୍ସ୍ୟ ଅଧିକାରୀ M ଆକାଂକ୍ଷା ବ୍ଲକ କୃଷି ଅଧିକାରୀ ସୁଜିତ କୁମାର ପାଢ଼ୀ A f o ପ୍ରତିଶ ନନ୍ଦା ପଟନାଏକ ପ୍ରମୁଖ ପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି ମଞ୍ଚାସିନ ହୋଇଥଲେ ଉକ୍ତ ମଞ୍ଚ ଟି କୁ କୃଷି ଅଧିକାରୀ ନିରଞ୍ଜନ ନାୟକ ସଂଜଜନା ଓ ପରିଚାଳନା କରି ଥିଲେ ଏଥରେ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଶ୍ରୀ ମୃନୟନ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରି ଚାଷୀ ଭାଇ ଭଉଣୀ ମାନଙ୍କ ପାଖରେ କିପରି ସରକାରୀ ଯୋଜନାମାନ ସହଜ ରେ ପହଁଚି ପାରିବ ସେ ଉପରେ ବ୍ୟକ୍ତବ୍ୟ ଦେଇଥିଲେ ଏହି ମେଳରେ ବିଭିନ୍ନ ବିଭାଗ ଯଥା ପ୍ରାଣୀ ସମ୍ପଦ ବିକାଶ ବିଭାଗ ମତ୍ସ୍ୟ ବିଭାଗ ଓମ ଫେଡ଼ କୃଷି ବିଭାଗ ଉଦ୍ୟାନ ବିଭାଗ ମିଶନ ଶକ୍ତି ବିଭାଗୀୟ କାର୍ଯ୍ୟକ୍ରମ ର ପ୍ରଦର୍ଶନି ଓ ସରକାରି ଯୋଜନା ଓ ନୂତନ ଜ୍ଞାନ କୌଶଳ ବାବଦରେ ଜଣାଇବା ପାଇଁ ଆଠ ଗୋଟି ଷ୍ଟଲ ର ବ୍ୟବସ୍ଥା କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ କାଶୀପୁର ବ୍ଲକ ର ସମସ୍ତ କର୍ମଚାରୀ ଯଥା ନୀଳମାଧବ ଦେହୁରୀ ଚନ୍ଦନ ସାହୁ ମଧୁସୂଦନ ମାଝୀ ଚିତ୍ତରଞ୍ଜନ ପଣ୍ଡା ଝୁନୁ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ|ରବିରାଜ ବୈଦ୍ୟଙ୍କ ରିପୋର୍ଟ
